ଡାଇବେଟିସରୁ ମୁକ୍ତି ଚାହୁଁଛନ୍ତି, ଭିଟାମିନ ଡି ବ୍ୟବହାର କରି ଦୂର କରନ୍ତୁ ଏହି ରୋଗ
Khabar Odisha:vitamin-d-for-diabetics-patient
ଭୁବନେଶ୍ୱର, ଅଗଷ୍ଟ ୧, (ଖବର ଓଡିଶା)

ଆଜି କାଲିର ବ୍ୟସ୍ତ ବହୁଳ ଜୀବନ ସହିତ ପରିବର୍ତିତ ପାଣିପାଗ ଓ ବିଭିନ୍ନ ଅପମିଶ୍ରିତ ଖାଦ୍ୟ ଆମକୁ ବିଭିନ୍ନ ପ୍ରକାର ରୋଗକୁ ସାମ୍ନା କରିବାକୁ ପଡୁଛି । ସେଥି ମଧ୍ୟରୁ ଡାଇବେଟିସ ପ୍ରମୁଖ । ଏବେ ଡାକ୍ତରମାନେ କିଛି ପରିକ୍ଷା ନିରିକ୍ଷା କରି ଜଣାଇଛନ୍ତି ଯେ, କିପରି  ଡାଇବେଟିସରୁ ମୁକ୍ତି ଦେବ ଭିଟାମିନ୍ ଡି । ଅଗ୍ନାଶୟରୁ ଖରାପ ବିଟା କଣିକାକୁ ହଟାଇବାରେ ଭିଟାମିନ୍ ଡି ସାହାଯ୍ୟ କରିଥାଏ । 

ଖରାପ ବିଟା କଣିକା ହରମୋନକୁ ସନ୍ତୁଳିତ କରିବା ସହ ଏହାକୁ ନିର୍ଗତ କରାଇବାରେ ସହାୟକ ହୋଇଥାଏ । ତେଣୁ ଡାଇବେଟିସର ଚିକିତ୍ସା ପାଇଁ ରାସ୍ତା ପରିଷ୍କାର କରିଥାଏ ଭିଟାବିନ୍ ଡି ।

ବିଟା କୋଶିକା ନିଷ୍କ୍ରିୟ ହେବା ପରେ ଶରୀରେ ଇନସୁଲିନ୍ ତିଆରି ହୋଇପାରେନାହିଁ । ଫଳରେ ଗ୍ଲୁକୋଜ ସ୍ତର ବଢିଯାଏ ।

ତେବେ ନିକଟରେ ଆମେରିକାରେ ଭିଟାମିନ୍ ଡି ବ୍ୟବହାର କରି ଡାଇବେଟିସ୍ ସ୍ତରକୁ ନିୟନ୍ତ୍ରିତ କରାଯାଇଛି ।

କ୍ଷତିଗ୍ରସ୍ତ ବିଟା କୋଶିକାକୁ କାର୍ୟ୍ୟକ୍ଷମ କରାଇବା ପାଇଁ ଭିଟାମିନ୍ ଡି ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଛି ।

  • Tags:

Subscribe

National International State Sports Entertainment