ଦୀର୍ଘ ସମୟ ଧରି ବସିବା ହୃତପିଣ୍ଡ ପାଇଁ ବିପଦଜନକ
Khabar Odisha:office-time
ଏପ୍ରିଲ ୧(ଖବର ଓଡିଶା);

 ଅଫିସରେ ଘଂଟା ବସିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବିପଦ ଜନକ ହୋଇଥାଏ ।  ଅଧ୍ୟୟନ ଅନୁସାରେ ଡେକ୍ସରେ ଲଗାତାର ୮/ ୯ ଘଂଟା ବସିବା ଦ୍ୱାରା ହୃତପିଣ୍ଡର ଧମନୀରେ କ୍ୟାଲସିୟମ  ସଂଗ୍ରହଣ ବଢିଯାଏ । ଯାହା ଦ୍ୱାରା ହୃଦଘାତର ଆଶଙ୍କା ଉପୁଜେ । ଆସନ୍ତୁ ଜାଣିବା ଏହାର ପ୍ରତିକାର

.କାମ କରିବା ଅବସରରେ ପ୍ରତି ଏକ ଘଂଟା ବ୍ୟବଧାନରେ ୫ ମିନିଟ ବିରତି ନେବା ଉଚିତ । 

.ଅନ୍ୟ ଦ୍ୱାରା କାମ କରାଇବା ପରିବର୍ତେ ନିଜ କାମ ନିଜେ କରନ୍ତୁ । ଉଦାହରଣ ସ୍ୱରୂପ ଚା କିମ୍ବା କଫି ମଗାଇବା ପରିବର୍ତେ ନିଜେ ଚା ଷ୍ଟଲରେ ଯାଇ ପିଇ ଆସିବା ଉଚିତ । 

 . ମଧ୍ୟାହ୍ନ ଭୋଜନ ପରେ ୧୫ ମିନିଟ୍ ଚଲାବୁଲା କରନ୍ତୁ ।

. ଲିଫ୍ଟ ଯିବା ବଦଳରେ ସିଡିରେ ଚଢି ଯାଆନ୍ତୁ । ସମ୍ଭବ ହେଲେ ଦୁଇଟି ସିଡି ଏକା ସାଙ୍ଗରେ ଚଢନ୍ତୁ । 

. ବିରତି ଅବସରରେ ଗଭିର ପ୍ରଶ୍ୱାସ ନିଅନ୍ତୁ । ଏହା ଦ୍ୱାରା ସହଜ ଲାଗିବ ଏବଂ ହୃତପିଣ୍ଡର ଗତି ମଧ୍ୟ ନିୟନ୍ତ୍ରିତ ରହିବ । 

  • Tags:

Subscribe

National International State Sports Entertainment