କଣ କଲେ ଦୂର ହେବ ବାହାଘର ସମସ୍ୟା
Khabar Odisha:marrage-problem
ଏପ୍ରିଲ୨,(ଖବର ଓଡିଶା)

ବିବାହ ଏକ ପରମ୍ପରା । ଏହି ସମସ୍ୟା ମଧ୍ୟ ବହୁ ଜଣକ ଜୀବନରେ ଲାଗି ରହିଥାଏ । ଝିଅଙ୍କ ବିବାହ ସମସ୍ୟା ବାପା ମାଆଙ୍କୁ ବହୁ ଚିନ୍ତିତ କରିଥାଏ । ଏଥିପାଇଁ କିଛି କାର୍ଯ୍ୟ ଉପରେ ଦିଅନ୍ତୁ ଧ୍ୟାନ ଦୂର ହେବ ବିବାହ ସମସ୍ୟା ।  

.ଶୋଇବା ସମୟରେ  କନ୍ୟାର ମୁଣ୍ଡ ପାଖରେ କ୍ରିଷ୍ଟାଲ ବଲ୍ ରଖିଲେ ବରପକ୍ଷ କନ୍ୟାକୁ ଏକାଥରକେ ପସନ୍ଦ କରିଥାନ୍ତି ଏବଂ ବାହାଘର ଶୀଘ୍ର ହୋଇଯାଏ ।

.କନ୍ୟାର ବିବାହ ଶିଘ୍ର ହେବା ପାଇଁ ଶୁକ୍ଳପକ୍ଷ ସୋମବାରରେ ନାରାୟଣଙ୍କୁ ଝିଅର ବାପା କିମ୍ବା ମାଆ ପୂଜା କରିବା ଉଚିତ । ପୂଜାରେ ଶ୍ରୀନାରାୟଣଙ୍କୁ ହଳଦୀ ରଙ୍ଗର ରେଶମ ଚାଦର ଓ ଘିଅ ତିଆରୀ ଲଡୁ ସମର୍ପଣ ପୂର୍ବକ ଦେଇ ବିବାହ ପାଇଁ ଧ୍ୟାନ ପ୍ରର୍ଥନା କରିବା ଉଚିତ । ଏହିଭଳି ବିଧିରେ ୩ରୁ ୪ ଥର ପୂଜା କଲେ କନ୍ୟାର ବିବାହ ଯୋଗ ଖୋଲିଥାଏ । 

  • Tags:

Subscribe

National International State Sports Entertainment