ଝିଅଙ୍କ ହେୟାର ଷ୍ଟାଇଲରୁ ଜାଣନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଓ ସ୍ୱଭାବ
Khabar Odisha:girls-hairstyle-conveys-her-personality
ଭୁବନେଶ୍ୱର, ମେ’ ୧୪ ( ଖବର ଓଡିଶା)

କିଛି ଲୋକଙ୍କ ଏପରି କିଛି ଜିନିଷ ଓ ଅଭ୍ୟାସ ଥାଏ ଯାହାକି ତାଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ବିଷୟରେ ସବୁ କିଛି କଥା ନ କହିଲେ ମଧ୍ୟ ଜଣାପଡିଥାଏ । ଆଚି ଆମେ କେଶ ସଜ୍ଜା (ହେୟାର ଷ୍ଟାଇଲ) ବିଷୟରେ ଯାହ ଆପଣଙ୍କ ବିଷୟରେ ଓ ପର୍ସନାଲିଟି ବିଷୟରେ ଜଣାଇ ଦେବ । ପ୍ରାୟତଃ ଝିଅମାନେ ଗୋଟେ ପ୍ରକାର ହେୟାର ଷ୍ଟାଇଲ ରଖିଥାନ୍ତି । କେବେ ଆପଣ ଭାବିଛନ୍ତି କି, ସେମାନେ ଏପରି କାହିଁକି କରିଥାନ୍ତି । ସେମାନଙ୍କ ସମ୍ପର୍କ ଆପଣଙ୍କ ବ୍ୟକ୍ତିତ୍ୱ ସହିତ ଯୋଡି ହୋଇଥାଏ । ଆସନ୍ତୁ ଜାଣିବା କିପରି ।

୧-ଲିୟର୍ଡ ହେୟାର ଷ୍ଟାଇଲ

ଲିୟର୍ଡ ହେୟାର ଷ୍ଟାଇଲ ରଖୁଥିବା ଝିଅମାନେ ଏଲିଗେନ୍ସ ଓ ସୋଫିଷ୍ଟକେଶନ ହୋଇଥାନ୍ତି ।

୨- ଷ୍ଟ୍ରେଟ  ହେୟାର ଷ୍ଟାଇଲ

ଷ୍ଟ୍ରେଟ  ହେୟାର ଷ୍ଟାଇଲ କରୁଥିବା ଝିଅମାନେ ନିୟମକୁ ପାଳକ କରୁଥିବା ଓ ସ୍ୱାବଳମ୍ବୀ ହୋଇଥାନ୍ତି । ଏମାନେ ଟ୍ରେଣ୍ଡ ହିସାବରେ ନଯାଇ ସବୁବେଳେ କ୍ଲାସି ଲୁକରେ ରହିଥାନ୍ତି ।

୩-କର୍ଲୀ ହେୟାର

କର୍ଲୀ ହେୟାର ରଖୁଥିବା ଝି÷ଅମାନେ ରୋମାଂଟିକ ଓ ଆକର୍ଷକ ସ୍ୱଭାବର ହୋଇଥାନ୍ତି । ଏପରି ଝିଅମାନେ ଅନ୍ୟମାନଙ୍କ ତୁଳନାରେ ସବୁକାମ ବହୁତ ଶିଘ୍ର କରିଥାନ୍ତି ।

୪-ବବ ହେୟାର ଷ୍ଟାଇଲ

ବବ ହେୟାର ଷ୍ଟାଇଲ ରଖୁଥିବା ଝିଅମାନେ ନିଜ ନିଜ ଜୀବନର ଉଦ୍ଦ୍ୟେଶକୁ ନେଇ ବହୁତ ଖୋଲା ସ୍ୱାଭାବର ହୋଇଥାନ୍ତି । ଏମାନେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ଏହା ସହିତ ଷ୍ଟାଇଲ ଓ ଫେସନ ମାମଲାରେ ମଧ୍ୟ ଏମାନେ ସୁବବେଳେ ସଚେତନ ଥାନ୍ତି । ଏହି କାରଣରୁ ଏମାନେ କେବେ ବୋରିଂ ହୋଇନଥାନ୍ତି ।

  • Tags:

Subscribe

National International State Sports Entertainment