କଫ ସିରଫ ଅପେକ୍ଷା କାଶ ପାଇଁ ଅଧିକ ଉପକାରି ଚକୋଲେଟ
Khabar Odisha:Lifestyle-Odisha-chocolate-is-better-than-cough-syrup-for-curing-your-cough
ଭୁବନେଶ୍ୱର, ଫେବୃଆରୀ ୧୧(ଖବର ଓଡ଼ିଶା):

କାଶ ପାଇଁ ଚକୋଲେଟ । ଆପଣଙ୍କୁ କାଶ ହେଉଥିଲେ ଚକୋଲେଟ ଖାଆନ୍ତୁ । ଏହା ଫଳରେ ଆପଣଙ୍କ କାଶ ଦୂର ହୋଇଯିବ । କଫ ସିରଫରୁ ଅଧିକ ଚକୋଲେଟ ଖାଇବା ଦ୍ୱାରା କାଶରୁ ଉପଷମ ମିଳେ । ଆପଣ ଜାଣନ୍ତି କି ଚକୋଲେଟ ଖାଇବା ଦ୍ୱାରା କାଶରୁ ମୁକ୍ତ ମିଳେ ବୋଲି ...

ଚକୋଲେଟ ଖାଇବା ଦ୍ୱାରା ଆପଣଙ୍କ କାଶ ଦୂର ହୋଇଥାଏ । ଜଣେ ବରିଷ୍ଠ ବୈଜ୍ଞାନିକ ଏଲେନ ଏହା ଉପରେ ରିସର୍ଚ୍ଚ କରି କହିଛନ୍ତି ଯଦି ଆପରଙ୍କୁ କାଶ ହେଉଛି ଏବଂ ଆପଣ କଫ ସିରଫ ବଦଳରେ ଚକୋଲେଟ ଖାଉଛନ୍ତି ତେବେ ଏଥିରେ ଆପଣଙ୍କ କାଶ ଠିକ୍ ହୋଇଯାଏ ।

କାଶ ପାଇଁ ଚକୋଲେଟ ଉପରେ ପରୀକ୍ଷାଟି ୧୬୩ ଲୋକଙ୍କ ଉପରେ କରାଯାଇଛି । ଦେଖାଯାଇଛି ଯେ କଫ ସିରଫ ଖାଉଥିବା ଲୋକଙ୍କ ଅପେକ୍ଷା ଚକୋଲେଟ ଖାଉଥିବା ଲୋକ କାଶରୁ ଶୀଘ୍ର ଉପଷମ ପାଉଛନ୍ତି । ଏହା ପୂର୍ବରୁ ହୋଇଥିବା ଅନେକ ରିସର୍ଚ୍ଚରେ ମଧ୍ୟ ଏହା ଜଣାପଡ଼ିଛି । 

Subscribe

National International State Sports Entertainment