ବାରିପଦା: କମାଣ୍ଡର ଜିପ ଓଲଟି ଜଣଙ୍କ ମୃତ୍ୟୁ ,ଚାରି ଗୁରୁତର
Khabar Odisha:Lifestyle-Odisha-Jeep-Accident
ମୟୁରଭଞ୍ଜ, ଫେବୃଆରୀ ୧୦(ଖବର ଓଡ଼ିଶା):

 ଓଲଟିଲା କମାଣ୍ଡର ଜିପ । ଗୋରୁମହିଷାଣି ଥାନା ମଢେଇକଚା ନିକଟରେ ଭାରସାମ୍ୟ ହରାଇ କମାଣ୍ଡର ଜିପ ଓଲଟିବା ଫଳରେ ଜଣଙ୍କ ମୃତ୍ୟୁ ହେବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଛନ୍ତି ।  

ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ମଢେଇକଚା ନିକଟରେ  ଭାରସାମ୍ୟ ହରାଇ ଏକ କମାଣ୍ଡର ଜିପ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ହୋଇଛନ୍ତି।  ଚିକିତ୍ସା ପାଇଁ ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛି।

Subscribe

National International State Sports Entertainment