୫ ସହରରେ କାର୍ଯ୍ୟକାରୀ ହେବ ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟାରୀ ସ୍କିମ୍
Khabar Odisha:student-traffic-volunteer-to-implement-in-more-5-cities
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା):

କଟକ-ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିବା ଷ୍ଟୁଡେଂଟ ଟ୍ରାଫିକ୍ ଭଲ୍ୟୁଂଟାରୀ ସ୍କିମ୍ ସଫଳ ହୋଇଥିବା ଉପଲବ୍ଧ ହୋଇଛି । ଏହି ଯୋଜନାକୁ ରାଜ୍ୟର ଅନ୍ୟାନ୍ୟ ସହରକୁ ପର୍ଯ୍ୟାୟକ୍ରମେ ସଂପ୍ରସାରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି ସହରରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ସେଗୁଡିକ ହେଲା ରାଉରକେଲା , ସମ୍ବଲପୁର , ବ୍ରହ୍ମପୁର, ବାଲେଶ୍ୱର ଓ କୋରାପୁଟ । ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଆର.ପି ଶର୍ମା ଏହି ଘୋଷଣା କରିଛନ୍ତି ।

  • Tags:

Subscribe

National International State Sports Entertainment