ଏସଏସସି ୟୁଡିଜିଏଲ ପରୀକ୍ଷା ଫଳ ଘୋଷଣା
Khabar Odisha:odisha-career-ssc-udgl-results-declared
ଭୁବନେଶ୍ୱର, ଜାନୁଆରୀ ୧୨ (ଖବର ଓଡିଶା) :

  ଏସଏସସି ଡିଭିଜନ ଗ୍ରେଡ ଲିମିଟେଡ ବିଭାଗୀୟ ପ୍ରତିଯୋଗୀ ପରୀକ୍ଷାର ଅନ୍ତିମ ପରିଣାମ ଘୋଷଣା କରାଯାଇଛି । ୨୦୧୮ ଡିସେମ୍ବର ୦୭ରେ ଏହାର ପରୀକ୍ଷା କରାଯାଇଥିଲ । ଆପଣ ୟୁଡିଜିଏଲର ଫଳାଫଳ ଅଧିକାରୀକ ୱେବସାଇଟରେ ଯାଇ ଚେକ୍ କରି ପାରିବେ । 

ଏଥିରେ ଉଭୟ ପାସ୍ କରିଥିବା ଏବଂ ଅସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଅପଲୋଡ କରାଯାଇଛି । ତଳେ ଦିଆଯାଇଥିବା ଲିଙ୍କରେ ଆପଣ ନିଜର ରୋଲ ନମ୍ବର ଦେଇ ଫଳାଫଳ ଦେଖି ପାରିବେ । ଏହା କେବଳ ୧ମାସ ପାଇଁ ଉପଲବ୍ଧ ରହିବ । ଅର୍ଥାତ୍ ୨୦୧୯ ଫେବୃୟାରୀ ୧୦ରେ ଏହା ବନ୍ଦ ହୋଇଯିବ । 

ଫଳାଫଳ ପାଇଁ ଏଠାରେ କ୍ଲିକ କରନ୍ତୁ

ssc.nic.in

Subscribe

National International State Sports Entertainment