ଜିଏସଟି ଫାଙ୍କି ମାଲ ପରିବହନ କରୁଥିବା ବେଳେ ବସ ଜବତ
Khabar Odisha:Crime-Odisha-Bus-Found-from-whic-gst-is-not-piad
ଭୁବନେଶ୍ୱର, ଫେବୃଆରୀ ୧୧(ଖବର ଓଡ଼ିଶା):

 ଜିଏସଟି ଫାଙ୍କିବା ମହଙ୍ଗା ପଡ଼ିଲା । ଏକ ବସ ଜିଏସଟି ପୈଠ ନକରି ମାଲ ପରିବହନ କରୁଥିବା ବେଳେ ଚିହ୍ନଟ ହୋଇଛି । କୋଲକାତାରୁ ପୁରୀ ଯାଉଥିବା ସମୟରେ କଟକ ଓଏମପି ଛକରୁ ଏହି ବସକୁ ଜବତ କରାଯାଇଛି ।

ସୋମବାର ଦିନ କୋଲକାତାରୁ ପୁରୀ ଯାଉଥିବା ସମୟରେ କଟକ ଓଏମପି ଛକରେ ଚଢାଉ କରି ଗୋଟିଏ ବସକୁ ଜବତ କରିଛି ଆୟକର ବିଭାଗ । ବର୍ତ୍ତମାନ ବସଟି ଟିଏସଜି ଅଧିକାରୀଙ୍କ ଅଧିନରେ ରହିଛି । ଅଧିକ ସୂଚନା ପାଇଁ ବିଭାଗ ପକ୍ଷରୁ ତନାଘନା କରାଯାଉଛି ।

Subscribe

National International State Sports Entertainment