Khabar Odisha | Kargil Bijay Dibas
ଭାରତର କାରଗିଲ ଯୁଦ୍ଧ ବିଜୟ ସମ୍ବଦ୍ଧିତ ୧୦ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଓ ପୁରସ୍କାର ଜିତନ୍ତୁ ।
ପ୍ରଶ୍ନ ୧. କାରଗିଲରେ ପାକିସ୍ଥାନ ବିରୁଦ୍ଧରେ ହୋଇଥିବା ଯୁଦ୍ଧର ନାମ କଣ ଥିଲା ?
ପ୍ରଶ୍ନ ୨. ଜାମ୍ମୁକାଶ୍ମୀର ରାଜ୍ୟର କେଉଁ ଅଂଚଳରେ କାରଗିଲ ଜିଲ୍ଲା ଅଛି ?
ପ୍ରଶ୍ନ ୩. କାରଗିଲ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ?
ପ୍ରଶ୍ନ ୪. କାରଗିଲ ଯୁଦ୍ଧରେ ଭାରତର ବିଜୟ ଦିନଟିକୁ ବିଜୟ ଦିବସ ଭାବରେ ପାଳନ କରାଯାଏ । ସେ ଦିନଟି କେଉଁ ତାରିଖରେ ପଡେ ?
ପ୍ରଶ୍ନ ୫. କାରଗିଲ ଯୁଦ୍ଧ ପଛରେ ପ୍ରମୁଖ କାରଣ କଣ ଥିଲା ?
ପ୍ରଶ୍ନ ୬. କାରଗିଲ ଯୁଦ୍ଧ ବେଳେ ଭାରତର ଆର୍ମୀ ମୁଖ୍ୟ କିଏ ଥିଲେ ?
ପ୍ରଶ୍ନ ୭. କାରଗିଲ ଯୁଦ୍ଧରେ କେତେଜଣ ବୀର ଓଡିଆ ସୈନିକ ସହିଦ ହୋଇଥିଲେ ?
ପ୍ରଶ୍ନ ୮. କାରଗିଲ ଯୁଦ୍ଧରେ ଭାରତର କେତେଜଣ ବୀର ସୈନିକ ଦେଶପାଇଁ ସହିଦ ହୋଇଥିଲେ ?
ପ୍ରଶ୍ନ ୯. କେଉଁ ସମ୍ମାନଟି ସବୁଠାରୁ ଉଚ୍ଚତର ସାମରିକ ଯୁଦ୍ଧ-ସମ୍ମାନ ?
ପ୍ରଶ୍ନ ୧୦. କାରଗିଲ ଯୁଦ୍ଧକୁ ମିଶାଇ ଭାରତ ସହ ପାକିସ୍ଥାନ ସହ କେତେଥର ଭାରତର ଯୁଦ୍ଧ ହୋଇଛି ?
*Name:
*Email Id:
Mobile No:
ନିୟମ ଓ ସର୍ତାବଳୀ – ସମସ୍ତ ସଠିକ ଉତ୍ତରଦାତାଙ୍କ ମଧ୍ୟରୁ ଲକି ଡ୍ର କରାଯାଇ ବିଜେତାଙ୍କୁ ଚୟନ କରାଯିବ । ସମସ୍ତ ନାଗରିକ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ । ସମସ୍ତ ଯୋଗାଯୋଗ କେବଳ ଫୋନ ଓ ଇ-ମେଲ ମାଧ୍ୟମରେ ହେବ । ଜଣେ ମାତ୍ର ଥରେ ଏହି ପ୍ରଶ୍ନର ଉତର ଦେଇପାରିବେ । ଥରେ ଉତର ଦେଇସାରିଲାପରେ ଏହାକୁ ଆଉ ବଦଳେଇ ପାରିବେ ନାହିଁ ।