ଭିଡିଓ ଭାଇରାଲ ହେବା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିବା ପରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମର ବୃଦ୍ଧା ସୂର୍ଯ୍ୟା ହରିଜନଙ୍କ ଘରେ ଆଜି ପହଞ୍ଚିଥିଲା ବ୍ୟାଙ୍କ ଟିମ୍। Read More >
ଗୁଜୁରାଟ ମୋରବୀରେ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ଲୁଣ କାରଖାନାରେ କାନ୍ଥ ଭୂଷୁଡି ପଡିଛଇ । ଫଳରେ କାନ୍ଥ ତଳେ ଦବି ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । Read More >
ନାଗାଲ୍ୟାଣ୍ଡରେ AFSPA ୬ ମାସ ବୃଦ୍ଧି
ଭାଲୁ-ଆକ୍ରମଣରେ-ଜଣେ-ମୃତ
ହିରାମଣ୍ତି ରିଲିଜ ତାରିଖ ଘୋଷଣା ହେଲା
SBI ଗ୍ରାହକଙ୍କୁ ବଡ ଝଟକା