ଜନତାର ସ୍ୱର:ଚିଟ ଫଣ୍ଡ ପଇସା ମିଳିବ କେବେ?
୨୦୧୪ ନିର୍ବାଚନର ଠିକ ପୁର୍ବରୁ ୨୦୧୩ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଘୋଷଣା କରିଥିଲେ ୩୦୦ କୋଟିର କର୍ପସ ଫଣ୍ଡ । ହେଲେ କେବେ ମିଳିବ ସେଇ ପଇସା ତାକୁ ନେଇ କିଛି ସ୍ପଷ୍ଟତା ଏବେ ସୁଦ୍ଧା ସରକାରଙ୍କ ତରଫରୁ ମିଳିପାରିନାହିଁ । ଦୀର୍ଘ ୪ ବର୍ଷ ବିତିସାରିଲାଣି । ପଇସା ମିଳିବାତ ଦୁରର କଥା ଏବେ ସୁଦ୍ଧା ଜମାକାରି ଚିହ୍ନଟ କରିପାରିନାହାନ୍ତି ସରକାର । ୮ ଲକ୍ଷ କ୍ଷତିଗ୍ରସ୍ତମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଛନ୍ତି ମାତ୍ର ୬୦,୦୦୦ ଏବଂ ପଇସା ମିଳିଛି ମାତ୍ର ୧୧ଶହଙ୍କୁ । ଯଦି ଚାରି ବର୍ଷରେ ମାତ୍ର ୧୧ଶହ ଲୋକଙ୍କୁ ପଇସା ଫେରାଯାଇଛି ତା ହେଲେ ୮ ଲକ୍ଷ୍ୟ ଲୋକଙ୍କୁ ପଇସା କେବେ ମିଳିବ ?
  • Tags:

Subscribe

National International State Sports Entertainment