ଦେଖନ୍ତୁ, ଡ୍ରୋନରେ କଏଦ ହେଲା ଅଦ୍ଭୁତ ଭିଡ଼ିଓ, ଦୁଇଟି ରଙ୍ଗରେ ଦେଖିବାକୁ ମିଳିଲା ହ୍ରଦ
Khabar Odisha:drone-video-shows-the-effects-of-different-salt-levels-in-great-salt-lake
ଓ୍ଵାଶିଂଟନ,ସେପ୍ଟେମ୍ବର୧୩(ଖବର ଓଡ଼ିଶା):

ଆମେରିକାର ୟୁଟା ରାଜ୍ୟରେ ପ୍ରବାହିତ ହେଉଥିବା ଗ୍ରେଟ୍ ସଲ୍ଟ ହ୍ରଦର ଏଜ ଅଦ୍ଭୁତ ଦୃଶ୍ୟ ଡ୍ରୋନ କ୍ୟାମେରାରେ କଏଦ ହୋଇ ଯାଇଛି। ଏହି ହ୍ରଦ ଉପରେ ଏକ କଜଓ୍ଵେ ଯାଇଛି ଏବଂ କଜଓ୍ଵେର ଉଭୟ ପାର୍ଶ୍ଵରେ ହ୍ରଦର ରଙ୍ଗ ସଂପୂର୍ଣ୍ଣ ଭିନ୍ନ ରହିଛି। 

ହ୍ରଦର ଗୋଟିଏ ପଟ ପାଣିର ରଙ୍ଗ ଗୋଲାପି ଦେଖଯାଉଥିବା ବେଳେ ଅନ୍ୟ ପଟ ପାଣି ରଙ୍ଗ ସବୁଜ ଦେଖାଯାଉଛି। ହ୍ରଦର ଦକ୍ଷିଣ ପାର୍ଶ୍ଵରେ ପାଣି ସ୍ଵଚ୍ଛ ରହିଥିବା ଦେଖାଯାଉଛି। ଅନ୍ୟ ପଟେ ଉତ୍ତର ପାର୍ଶ୍ଵରେ ହ୍ୟାଲି ଫିଲିକ ବ୍ୟାକଟେରିଆ ରହିଛି ଯେଉଁଠି ଏକ ଅଂଶରେ ଲୁଣ ସ୍ତରର ମାତ୍ରା ଅଧିକ ରହିଛି।  

  • Tags:

Subscribe

National International State Sports Entertainment