ପିଠି ଦରଜରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
Khabar Odisha:health-odisha-with-the-help-of-these-easy-remedies-remove-backache
ଭୁବନେଶ୍ୱର, ଜାନୁଆରୀ ୨୧ (ଖବର ଓଡିଶା) :

ସାଧାରଣତଃ ଲୋକେ ଘରେ କିମ୍ବା ଅଫିସରେ ଲଗାତାର କାମ କରିବା ଦ୍ୱାରା ପିଠିରେ ଦରଜ ହୋଇଥାଏ । ଭୁଲ ଭାବେ ବସିବା ଓ ଭୁଲ ଶାରୀରିକ ଗଠନ ଯୋଗୁଁ ପିଠି ସମ୍ବନ୍ଧିତ ଗଭୀର ସମସ୍ୟା ସୃଷ୍ଠି ହୋଇଥାଏ । ଅଧିକ ସମୟ ବସି କାମ କରିବା ଦ୍ୱାରା ମଧ୍ୟ ପିଠି ଦରଜ ହୋଇଥାଏ । ଆସନ୍ତୁ ଜାଣିବା କିପରି ଏହି ସମସ୍ୟାରୁ ମୁକ୍ତି ପାଇବା:-

- ଭାରୀ ଜିନିଷ ଉଠାଇବାବେଳେ ଜିନିଷ ଆପଣଙ୍କ ଶରୀର ପାଖକୁ ଆସିବା ପରେ ଏହାକୁ ଉଠାନ୍ତୁ । ଏପରି କରିବା ଦ୍ୱାରା ପିଠି ଦରଜ ହୋଇନଥାଏ ।

- ଅଁଳା ଖାଇବା ଦ୍ୱାରା ପିଠି ଦରଜ କମ୍ ହୋଇଥାଏ । ପ୍ରତିଦିନ ଖାଇବା ପରେ ଖଣ୍ଡେ ଅଁଳା ଖାଆନ୍ତୁ, ପିଠି ଦରଜରୁ ଶୀଘ୍ର ମୁକ୍ତି ମିଳିବ  ।

- ଋାଶି ତେଲରେ ଲୁଣ ମିଶାଇ ମାଲିଶ କଲେ ପିଠି ଦରଜ କମିଯାଏ ।

- ଚୌକିରେ ବସିବା ବେଳେ ଆରାମରେ ବସନ୍ତୁ ଓ ପିଠିକୁ ଚୌକିରେ ଆଉଜି ରଖିବା ଦ୍ୱାରା ଆରାମ ମିଳିଥାଏ । ହାତକୁ ମଧ୍ୟ ଆରାମ ମିଳିବା ଜରୁରୀ ଅଟେ ।

Subscribe

National International State Sports Entertainment