ସେଓ ଖାଇବା ପରେ ଭୁଲରେ ଭି ଖାଆନ୍ତୁ ନାହିଁ ଏହି ଜିନିଷ
Khabar Odisha:after-having-apple-do-not-eat-these-things
ଭୁବନେଶ୍ୱର, ଡିସେମ୍ବର ୧୩ (ଖବର ଓଡିଶା):

 ସେଓ ଶରୀର ପାଇଁ ବେଶ ଲାଭଦାୟକ । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଗୋଟିଏ ଲେଖାଏଁ ସେଓ ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ । ଆପଣ ଜାଣିଛନ୍ତି କି  ଠିକ ଉପାୟରେ ସେଓ ନଖାଇଲେ ଆପଣଙ୍କୁ  ଲାଭ ପରିବର୍ତେ କ୍ଷତି ହୋଇପାରେ । କିଛି ଲୋକ ସେଓ ଖାଇବା ପରେ ଏମିତି କିଛି ଖାଇଦିଅନ୍ତି ଯାହାଦ୍ୱରା ସେମାନଙ୍କ ଶରୀରକୁ ବହୁତ ହାନୀ ପହଂଚି ଥାଏ ।  ତେବେ ଆସନ୍ତୁ ଜାଣିବା ସେଓ ଖାଇବା ପରେ କେଉଁ ସବୁ ଜିନିଷ ଖାଇବା କଥା ନୁହେଁ...

- ପ୍ରତିଦିନ ସକାଳେ ଗୋଟିଏ ସେଉ ଖାଇବା ବେଶ ଲାଭଦାୟକ କିନ୍ତୁ ରାତିରେ ଶୋଇବା ପୂର୍ବରୁ ଯଦି ସେଓ ଖାଆନ୍ତି ତେବେ ଆପଣଙ୍କୁ ଆସ୍ତମା ହେଇପାରେ । 

- କିଛି ଲୋକ ସେଓ ଖାଇବା ପରେ ଖଟା ଖାଇଥାନ୍ତି ଏହାଦ୍ୱାରା ଏସିଡିଟିର ସମସ୍ୟା  ହୋଇପାରେ ।  

- ସେଓ ଖାଇବା ପରେ ଯଦି ମୂଳା ଖାଇଥାନ୍ତି ତେବେ ଆପଣଙ୍କ ଶରୀରରେ ଧଳା ଦାଗ ହୋଇପାରେ ।

Subscribe

National International State Sports Entertainment