ବାଇଗଣ ଏପରି ଏକ ପରିବା । ଯାହା ବର୍ଷର ୧୨ ମାସ ଯାକ ମାର୍କେଟରେ ଉପଲବ୍ଧ ରହିଥାଏ । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ । ଏଥିରୁ ଅନେକ ଖାଦ୍ୟ ଆଇଟମ୍ ବନାଇଥାଏ Read More >
ଶୋଇବାର ଅନେକ ତରିକା ଅଛି। କିଛି ଲୋକ ସମ୍ପର୍ଣ୍ଣ ଅନ୍ଧାରରେ ଶୋଇବାକୁ ଭଲ ପାଆନ୍ତି । ଆଉ କିଛି ଲୋକ ହାଲୁକା ଆଲୋକରେ ଶୋଇବାକୁ ଭଲପାଆନ୍ତି । ନିକଟରେ ଆମେରିକାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ଆଲୋକରେ ଶୋଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ Read More >
ଦୈନନ୍ଦିନ ଜୀବନରେ ଆମେ ରାସାୟନିନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ । ବ୍ୟବହାର କରୁଥିବା କସମେଟିକ ପ୍ରଡକ୍ଟ ଠାରୁ ଆରମ୍ଭ କରି ବେଶପୋଷାକ ଯାଏଁ ସବୁ ରାସାୟନିକ ଜିନିଷରେ ପ୍ରସ୍ତୁତ କରାଯାଉଛି । Read More >
ବ୍ରହ୍ମପୁର ମହାନଗର ନିଗମରଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ଠାରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ୍ ଅନ୍ତର୍ଗତ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । Read More >
ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ । ମାର୍ଚ୍ଚ ମାସରୁ ଏତେ ଖରା ଯେ ଖରାରେ ଘରେ ରହିହେଉନି । ଖାରାରୁ ମୁକ୍ତି ପାଇବା ପାଇଁ ଲେକେ ଅନେକ ପ୍ରକାର କାର୍ଯ୍ୟ କରିଥାନ୍ତି । ଏହି ଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କାକୁଡି ପିଇଲେ ଆମ ଶରୀରର କଣ ହୁଏ । Read More >
Read More >
ବହୁତ ଲୋକ ନିଜ ଖାଦ୍ୟରେ ପ୍ରୋଟିନକୁ ସାମିଲ କରିବା ପାଇଁ ଅଣ୍ତାକୁ ଆଡ କରିଥାନ୍ତି । କାରଣ ଅଣ୍ତା ବହୁତ ପୋଷକ ତତ୍ତ୍ବ ରହିଛି ଏବଂ ପ୍ରୋଟିନ, ଭିଟାମିନ ମଧ୍ୟ ରହିଛି । ଗୋଟିଏ ଅଣ୍ତାରେ ପ୍ରାୟ 78 କ୍ୟାଲୋରୀ ସହିତ 6 ଗ୍ରାମ ପ୍ରୋଟିନ ରହିଛି Read More >
ଆଲୁମିନିୟମ ଫଏଲ ବ୍ୟବହାର ଦ୍ବାରା ଆପଣମାନଙ୍କୁ ହୋଇପାରେ କ୍ଷତି । ସାଧାରଣତଃ ଆମେ ଖାଦ୍ୟ ପ୍ୟାକ କରିବା ପାଇଁ ଏହାକୁ ବ୍ୟବହାର କରିଥାଉ । ପିଲାମାନଙ୍କୁ ତାଙ୍କ ମା ମାନେ ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକ କରି ଦିଅନ୍ତି । Read More >
ଏବେ ଥାଇରଏଡ୍ ସମସ୍ୟା ବହୁଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଥାଇରଏଡ୍ ହେଉଛି ଏକ ଛୋଟ ଗ୍ରନ୍ଥି ଯେଉଁଥିରୁ ଥାଇରଏଡ୍ ହରମୋନ୍ ନିର୍ଗତ ହୋଇଥାଏ । Read More >
ସାଧାରଣତଃ ପାଣିପାଗ କିମ୍ବା ଯତ୍ନର ଅଭାବ ପାଇଁ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । କିଛି ରିସର୍ଚ୍ଚ ଅନୁସାରେ ଖାଦ୍ୟର ଅଭାବ ପାଇଁ କେଶ ଦୁର୍ବଳ ହେବାକୁ ଲାଗିଥାଏ । ବ୍ୟସ୍ତବହୁଳ ଜୀବନରେ ଆମେ ଆମ ନିଜ ପାଇଁ ସମୟ ପାଇନଥାଉ ସେଥିପାଇଁ ଆମ କେଶ ଝଡିବାକୁ ଲାଗିଥାଏ । Read More >
ପରିବର୍ତିତ ଜୀବନଶୌଳୀ ଏବଂ ଖାଦ୍ୟପେୟରେ ଅନିୟମିତାତ ଯୋଗୁଁ ସାରା ବିଶ୍ୱରେ ମେଦବହୁଳତା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । Read More >
କରୋନା ସମୟରେ ସମସ୍ତଙ୍କ ଜୀବନ ଶୈଳୀରେ ଆସିଛି ବହୁତ କିଛି ପରିବର୍ତ୍ତନ ଆସିଛି । ଖାଇବା ପିଇବା ଠାରୁ ଆରମ୍ଭ କରି କାମ କରିବାର ଶୈଳୀ ସବୁଥିରେ ଦେଖାଦେଇଛି ପରିବର୍ତ୍ତନ । କରୋନାରୁ ରକ୍ଷା ପାଇବାକୁ ଅନେକ ଗରମ ପାଣି ପିଇବାର ଅଭ୍ୟାସକୁ ଆପଣେଇ ନେଇଛନ୍ତି । ଏଥିପାଇଁ ଅନେକ ବିଶେଷଜ୍ଞ ସହମତି ମଧ୍ୟ ଦେଇଥିଲେ Read More >
ଦ୍ଵିତୀୟ ଦିନରେ ମାଁ ମଝିଘରିଆଣୀଙ୍କ ଝାମୁ ଯାତ୍ରା
ସାମାନ୍ୟ ଘଟଣାରୁ ହାଣି ପକାଇଲା ମଦ୍ୟପ
ରେର୍କଡ ଭାଙ୍ଗୁଛି 'ପୁଷ୍ପା ୨' ଟିଜର
ବଲାଙ୍ଗିରରେ ଆଜିଠୁ ଆରମ୍ଭ ହେଲା ରାମଲୀଳା