ଦେଖନ୍ତୁ ପ୍ରିୟଙ୍କା ଏବଂ ନିକଙ୍କର ହିନ୍ଦୁ ବିବାହର କିଛି ଫଟୋ
Khabar Odisha:priyanka-chopra-and-nick-jonas-hindu-ritiual-wedding-album
ମୁମ୍ବାଇ, ଡିସେମ୍ବର ୦୬ (ଖବର ଓଡିଶା) :

 ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରିୟଙ୍କା ଶାନଦାର ଅନ୍ଦାଜରେ ନଜର ଆସିଛନ୍ତି । 

ପ୍ରିୟଙ୍କା ଏବଂ ନିକଙ୍କ ବିବାହ ପ୍ରଥମେ ଖ୍ରୀଷ୍ଟିଆନ ପରମ୍ପରାରେ ହୋଇଥିଲା ଏହା ପରେ ଡିସେମ୍ବର ୨ରେ ସେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । 

ଏବେ ଏହି ହିନ୍ଦୁ ରୀତିରେ ହୋଇଥିବା ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖା ଯାଇଛି । ଯେଉଁଥିରେ ପ୍ରିୟଙ୍କା ବହୁତ ସୁନ୍ଦର ଦେଖା ଯାଉଛନ୍ତି । 

ଏହି ଫଟୋରେ ପ୍ରିୟଙ୍କା ନିକଙ୍କ ବେକରେ ଜୟମାଳା ଦେଉଥିବାର ଦେଖା ଯାଉଛି । 

ପ୍ରିୟଙ୍କା ପାରମ୍ପରିକ ଲାଲ ରଙ୍ଗର ଲେହେଙ୍ଗାରେ ଟ୍ରାଡିଶିନାଲ ଲୁକରେ ନଜର ଆସିଛନ୍ତି । ଏଠାରେ ତାଙ୍କ ସହ ନିକଙ୍କ ପରିବାର ମଧ୍ୟ ଅଛନ୍ତି । 

ପ୍ରିୟଙ୍କାଙ୍କର ଏହି ଲେହେଙ୍ଗାକୁ ତିଆରି କରିବାକୁ କାରିଗରମାନଙ୍କୁ ୩୭୨୦ ଘଂଟା ସମୟ ଲାଗିଥିଲା । କେବଳ ସେତିକି ନୁହେଁ ଏହାକୁ ତିଆତି କରିବା ପାଇଁ କୋଲକ୍କାତାରୁ ୧୧୦ ଆମ୍ବାସଡର ଆସିଥିଲେ । 

ପ୍ରିୟଙ୍କାଙ୍କର ଏହି ଫଟୋରେ ଲାଲ ଲେହେଙ୍ଗା ସହ ମୋଗଲ ଅଳଙ୍କାର ପିନ୍ଧିଥିବାର ଦେଖା ଯାଇଛି । 

Subscribe

National International State Sports Entertainment