ସୋନାଲୀ ବେନ୍ଦ୍ରେଙ୍କ ପରେ ଋଷି କପୁରଙ୍କଙ୍କୁ କ୍ୟାନସର, ପରିବାର ଲୋକ ମାନିବାକୁ ପସ୍ତୁତ ନୁହଁନ୍ତି ।
Khabar Odisha:Rishi-Kapoor-Diagnosed-Third-Stage-Randhir-Kapoor-Speak-Up-About-This
ମୁମ୍ବାଇ, ଅକ୍ଟୋବର ୪ (ଖବର ଓଡିଶା)

ଗତ ସପ୍ତାହରେ ଋଷି କପୁର ଏକ ଟ୍ୱିଟ କରି କହିଛନ୍ତି କି, ସେ କୌଣସୀ ରୋଗର ଚିକିତ୍ସା ପାଇଁ ଅମେରିକା ଯାଇଛନ୍ତି ବୋଲି ଋଷି ନଜେ  ଏହି କଥା କହିଥିବାବେଳେ , ଋଷିଙ୍କ ସହିତ ତାଙ୍କ ପୁଅ ରଣବୀର କପୁର ଓ ପତ୍ନୀ ନୀତୁ କପୁର ମଧ୍ୟ ଯାଇଛନ୍ତି । ଋଷି ନିଜ ଟ୍ୱିଟରେ ୟେ ସ୍ପଷ୍ଟ କରିଛନ୍ତି । ଖାଲିଟାରେ ମୋ ରୋଗ ବିଷୟରେ ଚିନ୍ତା କଣ ପାଇଁ କରୁଛ । 

ଏହା ପରେ ମଧ୍ୟ ବିନା ରିପୋର୍ଟରେ କିଛି ଲୋକ ଦାବି କରୁଛନ୍ତି କି, ଋିଷିଙ୍କୁ କ୍ୟାନସର ହୋଇଛି ବୋଲିା ଯାହା ର୍ଥାଡ ଷ୍ଟେଜରେ ପହଂଚିଛି । ଏବେ ଏହି ଖବରରେ ଋଷି କପୁରଙ୍କ ଭାଇ ରଣଧୀର କପୁର କହିଛନ୍ତି ଯେ, ସେ କ୍ୟାନସରର ଖବର ଶୁଣି ବ୍ୟସ୍ତ ଅଛନ୍ତି । 

ରଣବୀର କପୁର ଏକ ସାମ୍ବାଦିକ ସମ୍ମୀ,ଳନୀ ରେ କହିଛନ୍ତି କି, ବତମାନ ଋରିର ଟ୍ୱିଟ କରିବା ବାକି ଅଛି । ରଣଧୀର କହିଛନ୍ତି କି, ଋଷୀଙ୍କୁ କ’ଣ ହୋଇଇ ସେ ଜାଣନ୍ତି ନାହିଁ ।  ରଣଧୀର ଆହୁରି ମଧ୍ୟ କହିଛନ୍ତି କି  ଲୋକ କିପରି ନ ଜଣି ନ  ଦେଖି କହି ପାରୁ ଛନ୍ତି କି ଋିଷଙ୍କୁ କ୍ୟାନସର କି ଆଉ କ’ଣ ହୋଇଛି ।

ଋଷିଙ୍କ ଦେହ ଖରାପ କାରଣରୁ ସେ ତାଙ୍କ ମା’ଙ୍କ ଅନ୍ତିମ ଦର୍ଶନ କରିପାରି ନଥିଲେ । ରଣବୀର କପୁର ନିଜଜେଜେ ମା ଙ୍କ କୃର୍ଷ୍ଣାଙ୍କ ର ବହୁତ ନିକଟ ତର ଥିଲେ । କୃଷ୍ଣା ରାଜ କପୁରଙ୍କ ଅନ୍ତିମ ଯାତ୍ରା ସମୟରେ ପୁରା ସମୟ ଭିଡିଓ କଲରେ ଆଲିଆ ଭଟ୍ଟଙ୍କ ସହିତ ରହିଥିଲେ । 

Subscribe

National International State Sports Entertainment