‘ଇମଲି’ ନେଇ ଆସୁଛନ୍ତି ରାଜକୁମାର
Khabar Odisha:Rajkummar-Rao-confirms-working-with-Anurag-Basu-in-Imli---Read-more-at-httptimesofindiaindiatimescomarticleshow65527435cmsutmsource=contentofinterestutmmedium=textutmcampaign=cppst
ମୁମ୍ବାଇ, ସେପ୍ଟେମ୍ବର ୩, (ଖବର ଓଡିଶା)

 ନିକଟରେ ମୁକ୍ତିଲାଭ କରିଛି ରାଜକୁମାର ରାଓଙ୍କ ସ୍ତ୍ରୀ । ଏହି ସିନେମାଟି ବକ୍ସ ଅଫିସରେ ଭଲ କଲେକ୍ସନ ମଧ କରିଛି । ଏହି ସିନେମାରେ ରାଜକୁମାର ରାଓଙ୍କ ସହିତ ଶ୍ରଦ୍ଧା କପୁର ମଧ୍ୟ ନିକୁ ଅଭିନୟ କରିଛନ୍ତି । ସ୍ତ୍ରୀ ରିଲିଜ ହେବା ପୂର୍ବରୁ ଫିଲ୍ମଟିକୁ ରାଜକୁମାର ବହୁତ ବ୍ୟସ୍ତ ଥିଲେ । କିନ୍ତୁ ଫିଲ୍ମରିଲିଜ ହେବା ପୁର୍ବରୁ ତାଙ୍କ ପାଖକୁ ଆସିଛି ଆଉ ଏକ ସିନେମା ଅଫର । 

ଏକଥା ଖୋଦ ରାଜକୁମାର ତାଙ୍କ ଫ୍ୟାନମାନଙ୍କୁ ଜଣାଇଛନ୍ତି । ମୁମ୍ବାଇର ଏକ ଅନୁଷ୍ଠାନରେ ନିଜେ ସେ ଏକଥା କହିଛନ୍ତି । ସେ ତାଙ୍କର ନୂଆ ସିନେମାକୁ ନେଇ ସେ ବହୁତ  ଉତ୍ସାହିତ ଅଉନ୍ତି । ସେ ଅନୁରାଗ ବାସୁଙ୍କ ପରବର୍ତୀ ସିନେମା ‘ଇମଲି’ରେ ନିଜର ଆସବେ ।

 କେବଳ ଏତିକି ନୁହେଁ ,  ଏକଥା ବି ଶୁଣିବାକୁ ମିଳୁଛି ଯେ, ନିର୍ଦ୍ଦେଶକ ଇମତିଆଜ ଅଲ୍ଳୀ ମଧ୍ୟ ତାଙ୍କ ସିନେମାରେ ରାଜକୁମାରଙ୍କୁ ନେବାକୁ ଚାହୁଁଛନ୍ତି । ରାଜକୁମାର ଏ ବିଷୟରେ ଏ ପର୍ଯ୍ୟନ୍ତ କିଛି କହି ନାହାଁନ୍ତି । କିନ୍ତୁ ଇମତିଆଜ ଅଲ୍ଲୀଙ୍କ ଭଳି ନିର୍ଦ୍ଦେଶକଙ୍କ ସହିତ କାମ କରିବାକୁ ତାଙ୍କର ବହୁତ ଆଗ୍ରହ ଅଛି ବୋଲି ରାଜ କୁମାର ଏହା ଜଣାଇଛନ୍ତି । 

  • Tags:

Subscribe

National International State Sports Entertainment