ଦେଶରେ ବିଜ୍ଞାନ ଚେତନାର ପ୍ରସାର ପାଇଁ ଡିଡି ସାଇନ୍ସ, ଇଣ୍ଡିଆ ସାଇନ୍ସ ଚେନଲର ଶୁଭାରମ୍ଭ
Khabar Odisha:educatiion-odisha-To-Promote-Scientific-Temper-DD-Science-India-Science-Channels-Launched
ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡିଶା)

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଦୁରଦର୍ଶନ ବିଜ୍ଞାନ ସମ୍ବଦ୍ଧିତ ପ୍ରସାରଣ କରିବା ପାଇଁ ଡିଡି ସାଇନ୍ସ ଚେନଲର ଶୁଭାରମ୍ଭ କରିଯାଇଛି । ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି । ଏହି ଦେୟମୁକ୍ତ ଚେନଲର ଆରମ୍ଭ ହେବା ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ ରାଠୋର କହିଛନ୍ତି ଯେ ବିଜ୍ଞାନ ଚେତନାର ବିକାଶ କରିବା ଅତ୍ୟନ୍ତ ଆବଶ୍ୟକୀୟ ଏବଂ ବିଜ୍ଞାନକୁ ସମର୍ପିତ କରିବା ପାଇଁ ଏହି 24/7 ଚେନଲ ଆରମ୍ଭ କରିବାର ମୂଳ ଉଦ୍ଦେଶ୍ୟ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ବିଚାର, ପ୍ରତିଭା ଏବଂ କ୍ଷମତାର ଅଭାବ ନାହିଁ । ଏହି ସମୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ ଆସୁଥିବା ସ୍ୱୟଂଶାସିତ ସଂସ୍ଥା ଦୁରଦର୍ଶନ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଚେନଲ ବିଜ୍ଞାନ ସମ୍ବଧିତ ପ୍ରୋଗ୍ରାମ, ଛୋଟ ଛୋଟ ସିନେମା, ସାକ୍ଷାତକରା ପ୍ରାସରାଣ କରାଯିବ । ଏହା ଏକ ଇଣ୍ଟରନେଟ ଚେନଲ ।

Subscribe

National International State Sports Entertainment