ରାଜଧାନୀରେ ଦିନକୁ ଦିନ ବଢୁଛି ଧଳାଜହର କାରବାର। ଶନିବାର ରାଜଧାନୀରେ ଧରା ପଡିଛନ୍ତି ଧଳାଜହର ବେପାରୀ ହେଲେ ଜାଣି ଆଶ୍ଚର୍ୟ୍ଯ ଲାଗିବ ଏଥର ଏହି କାରବାରରେ ଦୁଇ ଉଚ୍ଚ ଶିକ୍ଷିତ ଓ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଥିବା ଯୁବତୀ ଧରା ପଡିଛନ୍ତି। ଚାକିରୀ କରିଥିଲେ ବି ପେଶା ସେମାନଙ୍କର ଥିଲା ଧଳାଜହର କାରବାର।
Read More >