ନୂଆଦିଲ୍ଲୀ: ଶିକ୍ଷକଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲା ୭ମ ଶ୍ରେଣୀ ଛାତ୍ରୀ
Khabar Odisha:A-class-7th-student-in-Inderpuri-allegedly-committed-suicide

ନୂଆଦିଲ୍ଲୀ, ଡିସେମ୍ବର ୦୬ (ଖବର ଓଡ଼ିଶା): ବିଦ୍ୟାଳୟରେ ଶିକ୍ଷକଙ୍କ ନିର୍ଯାତନା ସହି ନପାରି ଦିଲ୍ଲୀର ଜଣେ ୭ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛି । ଇନ୍ଦ୍ରପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ କହିଛି । ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ଏକ ସୁଇସାଇଡ ନୋଟ ମଧ୍ୟ ଲେଖିଛି । ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟର ନିର୍ଯାତନା ଦିଆଯାଉଥିବା ସୁଇସାଇଡରେ ଉଲ୍ଲେଖ ରହିଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।  

 

  • Tags:

Subscribe

National International State Sports Entertainment