ଭାରତୀୟ ନୌସେନାରେ ସ୍ନାତକତୋର ପାଇଁ ଭର୍ତି ଆରମ୍ଭ, ପ୍ରତି ମାସରେ ପାନ୍ତୁ ୧ଲକ୍ଷ ଟଙ୍କାର ରୋଜଗାର ଅବସର
Khabar Odisha:sarkari-jobs-nausena-bharti-indian-navy-recruitment-102-posts-know-how-to-apply-sarkari-naukri
ଭୁବନେଶ୍ୱର, ଜାନୁଆରୀ ୦୫ (ଖବର ଓଡିଶା) :

 ଭାରତୀୟ ନୌସେନାରେ ଅନେକ ପଦବୀରେ ଭର୍ତି ଆରମ୍ଭ ହୋଇଛି । ସମୁଦାୟ ୧୦୨ଟି ପଦବୀରେ ଏହି ଭର୍ତି ହେବାକୁ ଯାଉଛି । ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ । ତେବେ ଆବେଦନ କରିବାକୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ଆବେଦନ କରିବା ପାଇଁ ୨୦୧୯ ଜାନୁଆରୀ ୧୨ରୁ ଆରମ୍ଭ ହୋଇ ଫେବୃଆରୀ ୦୧ରେ ଏହାର ଅନ୍ତିମ ତାରିଖ ରହିଛି । 

ଇଚ୍ଛୁକ ପାର୍ଥୀ ଏହି

https://www.joinindiannavy.gov.in

ଅନଲାଇନରେ ଆବେଦନ କରି ପାରିବେ । ଏସଏସବି ସାକ୍ଷାତକାର ଆଧାରରେ ପାର୍ଥୀଙ୍କୁ ଯୋଗ୍ୟ ବିବେଚିତ କରାଯିବ । ପାର୍ଥୀ ବିଇ କିମ୍ବା ବିଟେକ୍ ଛାତ୍ର ହୋଇଥିବା ଆବଶ୍ୟକ । ୧୯୯୫ ଜାନୁଆରୀ ୦୨ରୁ ୨୦୦୦ ଜୁଲାଇ ୦୧ ମଧ୍ୟରେ ଜନ୍ମ ତାରିଖ ଥିବା ଶିକ୍ଷାର୍ଥୀ ଆବେଦନ କରି ପାରିବେ । 

Subscribe

National International State Sports Entertainment