ଖୁସ ଖବର: ଉତର ରେଳବାଇ ରେ ପଦବୀ ଖାଲି, କିପରି କରିବେ ଆଦେବନ
Khabar Odisha:recruitment-to-these-posts-in-northern-railway
ନୂଆଦିଲ୍ଲୀ, ଜୁନ, ୧୮ (ଖବର ଓଡିଶା)

 ଉତର ରେଳ ବିଭାଗ ପାଇଁ ଡକ୍ଟର ଓ ସ୍ପେଶାଲିଷ୍ଟ ପଦ ପାଇଁ ଆବେଦନ ପ୍ରକାଶ ପାଇଛି । ଏହି ଚାକିରି ପାଇଁ ଆବେଦନ କରିବା ଭଲ ଭାବରେ ପୂର୍ବରୁ ଏହି ସମ୍ବନ୍ଧୀୟ ଆବଶ୍ୟକ ସୂଚନା ପଢନ୍ତୁ ।

ଯୋଗ୍ୟତା: ଏମବିବିଏସ ଡିଗ୍ରୀ,ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ, ଡିପ୍ଲୋମା ଅଥବା ଏହି ସମକ୍ଷକ ଯେକୌଣସୀ ଡଗ୍ରୀ । 

ପଦ ସଂଖ୍ୟା: ୦୬

ପଦବୀ ନାମ

 ଜେନେରାଲ ଡ୍ୟୁଟି ଡକ୍ଟର

ଫୁଲ ଟାଇମ ମେଡିକାଲର ଅଭିଜ୍ଞ ଡକ୍ଟର

ଆବେଦନ ତାରିଖ: ୧୮,୬.୨୦୧୮

ସମୟ;ସକାଳ ୧୧.୦୦ 

ବୟସ : ୫୦ ବର୍ଷରୁ କମ

ସିଲେକ୍ସନ କିପରି ହେବ : ଏହି ଜବ ପାଇଁ ଇଂଟରଭ୍ୟୁରେ ସିଲ୍କେ୍କସନ ଉ୍ର୍ତୀଣ୍ଣ ହେବାକୁ ପଡିବ । 

ଦରମାର: ଜିଡିଓମ . ୭୫,୦୦୦ ଟଙ୍କା, ସ୍ପେପାଲିଷ୍ଟ ୧ ବର୍ଷ -୯୫,୦୦୦, ସ୍ପେଶାଲିଷ୍ଟ ୧.୦,୦୦୦ , ସୁପର ସ୍ପେଶାଲିଷ୍ଟ ୧,୧୫ ,୦୦୦ ଟଙ୍କା 

ଆବେଦନ କରିବେ କିପରି

ଏହି ଚାକିରି ପାଇଁ ଆପଣଙ୍କ ରେଳ ବିଭାଗ ୱେବସାଇଡରେ ମଧ୍ୟ ଦେଖିପାରିବେ ।  ଓ ଅଫଲାଇନ ରେ ମଧ୍ୟ ଅବେଦନ କରିପାରିବେ 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

  • Tags:

Subscribe

National International State Sports Entertainment