୧୦ମ ପାସଙ୍କ ପାଇଁ ରେଲୱେରେ ନିଯୁକ୍ତି: ନିଶୁକ୍ଳ ଆବେଦନ, ଦରମା ୨୫ହଜାର
Khabar Odisha:north-eastern-railway-recruitment-2018-for-954-gateman-post
ଅଗଷ୍ଟ ୦୨ (ଖବର ଓଡିଶା):

ଉତର ପୂର୍ବ ରେଲୱେରେ ୯୫୪ଟି ଗେଟମ୍ୟାନ ଭର୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଇଛୁକ ଆବେଦନକାରୀମାନେ ୨୦୧୮ ଅଗଷ୍ଟ ୫ ପର୍ଯ୍ୟନ୍ତ ଆବେଦନ କରି ପାରିବେ । ସମସ୍ତ ବର୍ଗ ପାଇଁ ନିଶୁକ୍ଳ ଆବେଦନ ବ୍ୟବସ୍ଥା ରହିଛି । ଆବେଦନକାରୀ ସଂପୃକ୍ତ ୱେବସାଇଟରେ ଯାଇ ଆବେଦନ କରନ୍ତୁ ଏବଂ ଆଗାମୀ ଚୟନ ପ୍ରକ୍ରିୟା ପାଇଁ ଅନଲାଇନ ଆବେଦନ ପତ୍ରକୁ ସୁରକ୍ଷିତ ଭାବରେ ରଖି ନିଅନ୍ତୁ ।

ରେଲୱ ସେଲ, ପୂର୍ବୋତର ରେଲୱେ, ଗୋରଖପୁର

ପଦବୀ ସଂଖ୍ୟ ; ୯୫୪

ବାରଣାସୀ ଜୋନ ; ୭୨୪

ପଦବୀର ବିବରଣୀ ; ଗେଟ ମ୍ୟାନ

ଶିକ୍ଷାଗତ ଯୋଗ୍ୟତା ; ଏହି ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ମାନ୍ୟତାପ୍ରପ୍ତ ସଂସ୍ଥାରୁ ଦଶମ ପାସ ହୋଇଥିବା ଆବଶ୍ୟକ

ବୟସ ସୀମା ; ୧୮ବର୍ଷରୁ କମ ଏବଂ ୨୬ବର୍ଷରୁ ଅଧିକ

ବେତନ ରାଶି ; ୨୫,୦୦୦ ପ୍ରତି ମାସ

ଆବେଦନ ଶୁକ୍ଳ ; ସମସ୍ତ ବର୍ଗ ପାଇଁ ନିଃଶୁକ୍ଳ

ଚୟନ ପ୍ରକ୍ରିୟା ; ଏହି ପଦବୀ ପାଇଁ ଯୋଗ୍ୟ ପରୀକ୍ଷାର୍ଥୀଙ୍କୁଚୟନ ସଂସ୍ଥାର ନିୟମ ଅନୁସାରେ କରାଯିବ ।

ଆବେଦନ ପ୍ରକ୍ରିୟା ; ସମ୍ବନ୍ଧିତ ୱେବସାଇଟରେ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ଆଗାମୀ ଚୟନ ପ୍ରକ୍ରିୟା ପାଇଁ ଆବେଦନ ପତ୍ର ପ୍ରିଂଟ ଆଉଟ ସୁରକ୍ଷିତ ଭାବରେ ରଖିବାକୁ ପଡିବ ।

ଅନ୍ତିମ ତାରିଖ ; ୨୦୧୮ ଅଗଷ୍ଟ ୩୦

  • Tags:

Subscribe

National International State Sports Entertainment