ଯୁବକଙ୍କ ପାଇଁ ସୁଯୋଗ: ଭାରତୀୟ ସେନାରେ ନିଯୁକ୍ତି, ଜଲଦି କରନ୍ତୁ ଆବେଦନ
Khabar Odisha:golden-opportunity-for-jobs-in-indian-army-youth-can-apply-for-junior-commission-officer
ନୂଆଦିଲ୍ଲୀ, ଅକ୍ଟୋବର ୦୭(ଖବର ଓଡିଶା):

ଭାରତୀୟ ସେନାରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଜୁନିଅର କମିଶନ ଅଧିକାରୀର ୯୬ ପଦବୀ ଖାଲି ରହିଛି । ସମସ୍ତ ଯୋଗ୍ୟ ଆଶାୟୀ ଏଥିପାଇଁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ସମୟ ସୀମା ରହିଛି ନଭେମ୍ବର ୦୩ ତାରିଖ । ଏହି ସମସ୍ତ ପଦବୀ ପାଇଁ ଆଶାୟୀଙ୍କ ବୟସ ୨୫ରୁ ୩୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅଧିକ ବିରରଣୀ ପାଇଁ ସେନାର ୱେବସାଇଟ ଲଗଇନ୍ କରିବାକୁ ହେବ । 

ମୋଟ ପଦ- ୯୬

ପଦର ବିବରଣୀ- ଜୁନିଅର କମିଶନ ଅଧିକାରୀ 

ଶିକ୍ଷାଗତ ଯୋଗ୍ୟତା- ପଦାନୁସାରେ ନିର୍ଧାରିତ

ବୟସ ସୀମା- ୨୫ରୁ ୩୪

ଆବେଦନ ପ୍ରକ୍ରିୟା- ସେନାର ୱେବସାଇଟରେ ଅନଲାଇନ ଆବେଦନ । 

ଚୟନ ପ୍ରକ୍ରିୟା- ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର

ଅନଲାଇନ ଆବେଦନର ଶେଷ ତାରିଖ- ନଭେମ୍ବର ୦୩, ୨୦୧୮

  • Tags:

Subscribe

National International State Sports Entertainment