ଅଷ୍ଟମ ପାସଙ୍କ ପାଇଁ ଖୁସି ଖବର, ଏଠାରେ କରନ୍ତୁ ଆବେଦନ, ୩୫ ହଜାରରୁ ଅଧିକ ଦରମା
Khabar Odisha:bankura-district-court-recruitment-2018-apply-for-ldc-and-other-posts-55-posts-before-15th-june
ଖବର ଓଡ଼ିଶା (ନିଯୁକ୍ତି ବିଭାଗ)

ଅଷ୍ଟମ ପାସ କରିଥିବା ଯୁବକଙ୍କ ପାଇଁ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ । ପଶ୍ଚିମ ବଙ୍ଗଳା ବାଙ୍କୁରା ଜିଲ୍ଲା କୋର୍ଟରେ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏହି ପଦବୀ ପାଇଁ ମାସିକ ଦରମା ରହିଛି ୩୫ ହଜାରରୁ ଅଧିକ। ଅଫିସ ଅଫ୍ ଦ ଡାଇରେକ୍ଟ ଆଣ୍ଡ୍ ନେସନ ଜଜ୍, ଇଲିଂଶ ଷ୍ଟେନୋଗ୍ରାଫର ଗ୍ରେଡ-III, ଲୋୟର ଡିଭିଜନ କ୍ଲର୍କ ଇତ୍ୟାଦି ପଦରେ ୫୫ ପଦ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତିର ପୂର୍ଣ୍ଣ ବିବରଣୀ ନିମ୍ନରେ ପ୍ରଦାନ କରାଗଲା। 

ୱେବସାଇଟ୍ – http://ecourts.gov.in/Bankura 

ପଦବୀ ସଂଖ୍ୟା – ୫୫

ପଦବୀ ବିବରଣୀ – ଇଂରାଜି ଷ୍ଟେନୋଗ୍ରାଫର ଗ୍ରେଡ – III, ଲୋୟର ଡିଭିଜନ କ୍ଲକ ଇତ୍ୟାଦି 

ଶିକ୍ଷାଗତ ଯୋଗ୍ୟତା – ପଦବୀ ଅନୁସାରେ ଭିନ୍ନ ଭିନ୍ନ (ନୋଟିସ ଦେଖନ୍ତୁ)

ବୟସ ସୀମା – ୧୮ ରୁ ୪୦ ବର୍ଷ

ଆବେଦନ ଶୁଳ୍କ – ଏସସି/ଏସଟିଙ୍କ ପାଇଁ ୧୫୦ ରୁ ୨୦୦ ଟଙ୍କା(ପଦାନୁସାରେ), ଅସଂରକ୍ଷିତ ବର୍ଗ – ୩୦୦/୨୦୦ ଟଙ୍କା (ପଦାନୁସାରେ) 

ଚୟନ ପ୍ରକ୍ରିୟା – ସଂସ୍ଥାର ନିୟମନୁସାରେ 

ଇଂରାଜି ଷ୍ଟେନୋଗ୍ରାଫର (ଗ୍ରେଡ-III) – ୩୯୦୦ ଟଙ୍କାରୁ ୩୭ ହଜାର ୬୦୦ ଟଙ୍କା

ଲୋୟର ଡିଭିଜନ କ୍ଲର୍କ – ୨, ୬୦୦ ଟଙ୍କାରୁ ୨୫, ୨୦୦ ଟଙ୍କା

ଗ୍ରୁପ ଡି (ଚପରାଶି/ନାଇଟ୍ ଗାର୍ଡ) – ୧୭୦୦ ଟଙ୍କା ରୁ ୧୬ ହଜାର ୨୦୦ ଟଙ୍କା

ଆବେଦନ ପ୍ରକ୍ରିୟା – ସଂବୋଧିତ ୱେବସାଇଟକୁ ଯାଇ ଅନଲାଇନ ଆବେଦନ ପ୍ରକ୍ରିୟା ସମାପ୍ତ କରନ୍ତୁ। ଆବେଦକ ମାନେ ଅନଲାଇନରେ ଆବେଦନ କରିବା ପରେ ଆପ୍ଲିକେସନକୁ ପ୍ରୀଣ୍ଟ ଆଉଟ କାଢି ସୁରକ୍ଷିତ ରଖନ୍ତୁ। 

ଅନଲାଇନ୍ ଆବେଦନ କରିବାର ଅନ୍ତିମ ତାରିଖ – ୧୫ ଜୁନ ୨୦୧୮ 

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ – (ଲିଙ୍କକୁ କପି କରି ୟୁଆରଏଲରେ ପେଷ୍ଟ କରନ୍ତୁ) 

ନୋଟିସ - http://myexamapplication.co.in/bankuracourt/inputs/Bankura_emp_notice.pdf   

  • Tags:

Subscribe

National International State Sports Entertainment