ବ୍ୟାଙ୍କ୍ ନିଯୁକ୍ତି: ୩୩୦ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ବିଜ୍ଞପ୍ତି ଜାରି, ଅନଲାଇନରେ କରନ୍ତୁ ଆବେଦନ
Khabar Odisha:Vijaya-Bank-Recruitment-2018-–-Apply-Online-for-330-Probationary-Asst-Manager-Posts
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ :

ବିଜୟା ବ୍ୟାଙ୍କ୍ ପକ୍ଷରୁ ପ୍ରୋବାସିୟନାରୀ ଆସିଷ୍ଟାଣ୍ଟ ମ୍ୟାନେଜର (କ୍ରେଡିଟ୍) ପଦବୀରେ ଜେଏମଜି ସ୍କେଲ-୧ରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି।  ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ, ଯୋଗ୍ୟତା ଓ ନୋଟିସ ଦେଖି ଆବେଦନ କରନ୍ତୁ । ଅଧିକନ୍ତୁ ନିମ୍ନରେ ବର୍ଣ୍ଣନା କରାଗଲା-

ପଦବୀ ବିବରଣୀ : ୩୩୦

ଏସସି – ୪୯

ଏସଟି – ୨୫

ଓବିସି- ୮୯

ଜେନେରାଲ – ୧୬୭

ବୟସ ସୀମା : ୨୧ ରୁ ୩୦(୦୧-୦୮-୨୦୧୮ ସୁଦ୍ଧା) 

ଏସସି/ଏସଟି, ଓବିସି/ ପିଏଚ୍ ଏବଂ ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ନିୟମନୁସାରେ କୋହଳ  

ଶିକ୍ଷାଗତ ଯୋଗ୍ୟତା – ଡିଗ୍ରୀ ଏବଂ ଏମବିଏ/ ପିଜିଡିଏମ/ପିଜିବିଏମ/ପିଜିଡିବିଏ-(ଫାଇନାନ୍ସରେ ସ୍ପେଶିଆଲାଇଜେସନ), ପିଜି ଏବଂ ଅନ୍ୟାନ୍ୟ (ଦୟାକରି ନୋଟିସ ଦେଖନ୍ତୁ)

ଆବେଦନ ଶୁଳ୍କ :

ଏସସି, ଏସଟି ପିଡବ୍ଲ୍ୟୁଡି – ୧୦୦ ଟଙ୍କା 

ଜେନେରାଲ ଓ ଅନ୍ୟାନ୍ୟ – ୬୦୦ ଟଙ୍କା

ପେମେଣ୍ଟ ମୋଡ – ଅନଲାଇନ୍ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ଆରମ୍ଭ ତାରିଖ – ୧୨-୦୯-୨୦୧୮

ଶେଷ ତାରିଖ – ୨୭.୦୯.୨୦୧୮

ଆପ୍ଲିକେସନ ସଂଶୋଧନ(ଏଡିଟ୍) କରିବାର ଶେଷ ତାରିଖ -  ୨୭.୦୯. ୨୦୧୮

ଆପ୍ଲିକେସନ ପ୍ରିଣ୍ଟ କରିବାର ଶେଷ ତାରିଖ – ୧୨-୧୦-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ – 

ଆବେଦନ ଅନଲାଇନ୍ – http://ibps.sifyitest.com/vijayocsep18/ 

ବିଜ୍ଞପ୍ତି ନୋଟିସ –  http://www.freejobalert.com/wp-content/uploads/2018/07/Notification-Vijaya-Bank-Probationary-Asst-Manager-Posts.pdf 

ୱେବସାଇଟ - https://www.vijayabank.com/ 

  • Tags:

Subscribe

National International State Sports Entertainment