ଦଶମ ପାସଙ୍କ ପାଇଁ ନିଯୁକ୍ତି: କନଷ୍ଟେବଳରେ ୫୫ ହଜାର ପଦବୀ ଖାଲି, ମାସେ ଭିତରେ କରନ୍ତୁ ଆବେଦନ
Khabar Odisha:SSC-Recruitment-2018-Apply-For-54953-Posts-at-ssconlinenicin-Registration-Begins-Today
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ

ଷ୍ଟାଫ ସିଲେକ୍ସନ କମିଶନ(ଏସଏସସି) ପକ୍ଷରୁ କନଷ୍ଟେବଳ(ଜେନେରାଲ ଡ୍ୟୁଟି) ୫୪ ହଜାର ୯୫୩ ପଦବୀରେ ଭର୍ତ୍ତି ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପି, ଏସଏସବି, ଏନଆଇଏ, ଏସଏସଏଫ ଏବଂ ଆସାମର ସୁରକ୍ଷା ବଳରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ରହିବାର ସୁଯୋଗ ପାଇବେ। ଅଧିକନ୍ତୁ ନିମ୍ନରେ ପ୍ରଦାନ କରାଗଲା -

ପଦବୀ ବିବରଣୀ :

ଜେନେରାଲ - ୩୨,୨୪୧

ଓବିସି -୧୧,୯୬୬

ଏସଟି - ୯୯୯୫ 

ଏସଟି - ୪୯୧୩

ବୟସ ସୀମା : ୧୮ ରୁ ୨୩ (ନିୟମନୁସାରେ କୋହଳ)  

ଶିକ୍ଷାଗତ ଯୋଗ୍ୟତା : ଦଶମ

ଆବେଦନ ଶୁଳ୍କ : ଜେନେରାଲ , ଓବିସି – ୧୦୦ ଟଙ୍କା

ମହିଳା ପ୍ରାର୍ଥୀ,ଏଲଲସ୍,ଏସଟି, ଏକ୍ସ ସର୍ଭିସ ମ୍ୟାନ – ଦେୟମୁକ୍ତ

ପେମେଣ୍ଟ ମୋଡ : ଅନଲାଇନ୍ 

ଗୁରୁତ୍ୱପୂର୍ଣ୍ଣ ତାରିଖ : 

ଆବେଦନ ଆରମ୍ଭ ତାରିଖ – ୨୧-୦୭-୨୦୧୮

ଶେଷ ତାରିଖ – ୨୦-୦୮-୨୦୧୮

ଶୁଳ୍କ ପୈଠ କରିବା ଶେଷ ତାରିଖ – ୨୩-୦୮-୨୦୧୮ 

ନୋଟିସ ବିଜ୍ଞପ୍ତି –  http://www.freejobalert.com/wp-content/uploads/2018/07/Notification-SSC-Constable-GD-Riffleman-Posts.pdf 

ୱେବସାଇଟ୍-http://ssconline.nic.in/

  • Tags:

Subscribe

National International State Sports Entertainment