ଆରପିଏଫ୍ କନଷ୍ଟେବଳ ଏବଂ ସବ୍ ଇନିସପେକ୍ଟର ପଦବୀରେ ନିଯୁକ୍ତି: ୯୭୩୯ ପଦ ପାଇଁ ଜୁନ ୧ରୁ କରନ୍ତୁ ଆବେଦନ
Khabar Odisha:RPF-Recruitment-2018-–-Apply-Online-for-9739-Constable--SI-Posts
ଖବର ଓଡ଼ିଶା (ନିଯୁକ୍ତି ବିଭାଗ):

ଆରପିଏଫ୍ କନଷ୍ଟେବଳ ଏବଂ ଏସଆଇ ଅନଲାଇନ୍ ଫର୍ମ ୨୦୧୮

ତାରିଖ : ୧୯.୦୫.୨୦୧୮

ଖାଲିଥିବା ପଦବୀ ସଂଖ୍ୟା : ୮୬୧୯ + ୧୧୨୦ =  ୯୭୩୯ 

ପଦବୀ ବିବରଣୀ : ରେଲୱେ ପ୍ରୋଟେକ୍ସନ ଫର୍ସ (ଆରପିଏଫ)/ ରେଲୱେ ପ୍ରୋଟେକ୍ସନ ସ୍ପେଶାଲ ଫୋର୍ସ (ଆରପିଏସ୍ଏଫ୍) ପକ୍ଷରୁ କନଷ୍ଟେବଳ ଏବଂ ସବ୍ ଇନିସପେକ୍ଟର ପଦବୀରେ ଉଭୟ ପୁରୁଷ ଓ ମହିଳାଙ୍କ ଭର୍ତ୍ତି ହେବା ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ, ପ୍ରାର୍ଥୀ ଯୋଗ୍ୟତା, ତାରିଖ ନୋଟିସ ଦେଖି ଆବେଦନ କରନ୍ତୁ ।

ପଦବୀ ନାମ : କନଷ୍ଟେବଳ, ସବ୍ ଇନିସପେକ୍ଟର 

ପଦବୀ ସଂଖ୍ୟା :

*କନଷ୍ଟେବଳ - ୮୬୧୯   

ପୁରୁଷ – ୪୪୦୩

ମହିଳା – ୪୨୧୬

*ସବ୍ ଇନିସପେକ୍ଟର- ୧୧୨୦

ପୁରୁଷ – ୮୧୯

ମହିଳା – ୩୦୧

କନଷ୍ଟେବଳ :

ବୟସ ସୀମା – ୧୮ ରୁ ୨୫ ବର୍ଷ 

ଶିକ୍ଷାଗତ ଯୋଗ୍ୟତା – ଦଶମ / ଏସଏସଏଲସି  

ସବ୍ ଇନିସପେକ୍ଟର :

ବୟସ ସୀମା – ୨୦ ରୁ ୨୫

ଶିକ୍ଷାଗତ ଯୋଗ୍ୟତା – ସ୍ନାତକ (ଯେ କୌଣସି ବିଷୟରେ ଗ୍ରାଜୁଏସନ)

ଆପ୍ଲିକେସନ ଶୁଳ୍କ –:

ଅନ୍ୟାନ୍ୟ – ୫୦୦ ଟଙ୍କା 

ଏସସି,ଏସଟି, ଏକ୍ସ ସର୍ଭିସମ୍ୟାନ, ମହିଳା,  ସଂଖ୍ୟାଲଘୁ, ଅର୍ଥନୈତିକ ସ୍ୱଚ୍ଛଳ ନଥିବା ବର୍ଗ – ୨୫୦ ଟଙ୍କା

ପେମେଣ୍ଟ ମୋଡ : ଅନଲାଇନ୍ : ଡେବିଟ, କ୍ରେଡିଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ

ପେମେଣ୍ଟ ମୋଡ ଅଫଲାଇନ୍ : ପୋଷ୍ଟ ଅଫିସ ଚାଲାଣ 

ଉଭୟ ପଦ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ଆରମ୍ଭ ତାରିଖ – ୦୧.୦୬.୨୦୧୮ 

ଶେଷ ତାରିଖ – ୩୦.୦୬.୨୦୧୮

ଅନଲାଇନରେ ଆବେଦନ ଶୁଳ୍କ ପୈଠ କରିବା ଶେଷ ସମୟ  -  ୦୨.୦୭.୨୦୧୮

ଅନଲାଇନରେ ଆବେଦନ ଶୁଳ୍କ ପୈଠ କରିବା ଶେଷ ସମୟ – ୦୫.୦୭.୨୦୧୮

ପରୀକ୍ଷା – ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସ ୨୦୧୮

(କନଷ୍ଟେବଳ)- ୱେବସାଇଟ୍ ଲିଙ୍କ୍ - http://constable.rpfonlinereg.org/  

ବିଜ୍ଞପ୍ତି ନୋଟିସ – http://constable.rpfonlinereg.org/documents/NotificationNo-012018-Constable-English.pdf   

(ସବ୍ ଇନିସପେକ୍ଟର)- ୱେବସାଇଟ –

https://si.rpfonlinereg.org/ 

ଅନଲାଇନ ଆବେଦନ - https://si.rpfonlinereg.org/documents/Notification_No.02-2018_SI-English.pdf 

Subscribe

National International State Sports Entertainment