ବ୍ୟାଙ୍କିଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ଚାକିରୀ ସୁଯୋଗ, ଆରବିଆଇର ଏହି ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:RBI-Recruitment-2019-–-Apply-Online-for-61-Officer-Gr-C-Posts-Khabar-Odisha-Recruitment-Section
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ

ପଦବୀ ନାମ -ଆରବିଆଇ ଅଫିସର ଅନଲାଇନ୍ ଫର୍ମ ୨୦୧୯ 

ପଦବୀ ତାରିଖ – ୧୯-୧୨-୨୦୧୮ 

ପଦବୀ ବିବରଣୀ- ବ୍ୟାଙ୍କିଂ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ପ୍ରାର୍ଥୀଙ୍କ ପାଇଁ ଭଲ ସୁଯୋଗ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି।  ଗ୍ରେଡ୍ ସିରେ ଚୁକ୍ତିଭିକ୍ତିକ ଆଧାରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସମୁଦାୟ ୬୧ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ପଦବୀ ବିବରଣୀ ଓ ନୋଟିସ ଦେଖିବା ପରେ ଏହି ପଦବୀ ପାଇଁ ଆବେଦନ କରନ୍ତୁ।  ନିମ୍ନରେ ଅଧିକନ୍ତୁ ବର୍ଣ୍ଣନା କରାଗଲା  । 

ପଦବୀ ନାମ ; ଅଫିସର (ଗ୍ରେଡ୍ ସି)

୧. ବ୍ୟାଙ୍କ ଏକ୍ସାମିନର/ସୁପର ଭାଇଜରୀ

ପଦବୀ ସଂଖ୍ୟା – ୨୦ 

ଶିକ୍ଷାଗତ ଯୋଗ୍ୟତା – ପିଜି(ଅର୍ଥନୀତି/ବାଣିଜ୍ୟ)/ଏମବିଏ/ପିଜିଡ଼ିବିଏ/ପିଜିପିଏମ୍/ପିଜିଡିଏମ୍ ଅଭିଜ୍ଞତା ସହ 

୨. ଆନାଲିଷ୍ଟ୍  

ପଦବୀ ସଂଖ୍ୟା – ୧୦  

ଶିକ୍ଷାଗତ ଯୋଗ୍ୟତା – ସିଏ/ଆଇସିଡବ୍ଲ୍ୟୁଏ ପିଜି ( ଏ ସମ୍ବନ୍ଧିୟ ବିଷୟରେ)/ଏମବିଏ/ପିଜିଡିବିଏ/ପିଜିଡିଏମ ଅଭିଜ୍ଞତା ସହ 

୩. ଆକାଉଣ୍ଟସ ସ୍ପେଶାଲିଷ୍ଟ୍ 

ପଦବୀ ସଂଖ୍ୟା – ୦୫ 

ଶିକ୍ଷାଗତ ଯୋଗ୍ୟତା – ସିଏ/ଆଇସିଡବ୍ଲ୍ୟୁଏ/ପିଜି(ଅର୍ଥନୀତି, ବାଣିଜ୍ୟ), ଏମବିଏ/ପିଜିଡିବିଏ/ପିଜିପିଏମ/ପିଜିଡିଏମ୍ ଅଭିଜ୍ଞତା ସହ 

୪. ଆଇଟି ଏକ୍ସାମିନର/ଆଇଟି ଆନାଲିଷ୍ଟ/ଆଇଟି ଅଡିଟର -୧୦  

୫. ସିଷ୍ଟମ୍ ଆଡମିନିଷ୍ଟ୍ରେଟର – ୦୭ 

୬. ପ୍ରଜୋକ୍ଟ ଆଡମିନିଷ୍ଟ୍ରେଟର – ୦୩ 

୭. ନେଟ୍ ୱାର୍କ ଆଡମିନିଷ୍ଟ୍ରେଟର- ୦୩ 

୮. ୱେବ୍ ଡିଜାଇନର – ୦୧

ଶିକ୍ଷାଗତ ଯୋଗ୍ୟତା – ବିଇ/ବି.ଟେକ୍/ଏମ.ଟେକ୍ /ଏମସିଏ ଅଭିଜ୍ଞତା 

୦୯. ବିହେଭିଓରାଲ ସାଇଣ୍ଟିଷ୍ଟ – ୦୧

ଶିକ୍ଷାଗତ ଯୋଗ୍ୟତା – ପିଜି(ସମ୍ବନ୍ଧିୟ ବିଷୟ) ଅଭିଜ୍ଞତା ସହ  

୧୦.ଲିଗାଲ ସ୍ପେଶାଲିଷ୍ଟ୍ – ୦୧

ଶିକ୍ଷାଗତ ଯୋଗ୍ୟତା – ପିଜି(ଲ) ଅଭିଜ୍ଞତା ସହ 

ବୟସ ସୀମା : (୦୧-୧୨-୨୦୧୮)

ସର୍ବନିମ୍ନ ବୟସ – ୨୫ ବର୍ଷ 

ସର୍ବାଧିକ ବୟସ – ୩୫ ବର୍ଷ 

ଏସସି/ଏସଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ନିୟମନୁସାରେ କୋହଳ 

ଆବେଦନ ଶୁଳ୍କ :

ଜେନେରାଲ/ଓବିସି – ୬୦୦ ଟଙ୍କା 

ଏସସି/ଏସଟି/ପିଡବ୍ଲ୍ୟୁବିଡ଼ି ପ୍ରାର୍ଥୀ – ୧୦୦ ଟଙ୍କା 

ଷ୍ଟାଫ୍ – ଦେୟମୁକ୍ତ 

ପେମେଣ୍ଟ ମୋଡ୍ – ଡେବିଟ/କ୍ରେଡ଼ିଟ୍ କାର୍ଡ/ଇଣ୍ଟରନେଟ୍ ବ୍ୟାଙ୍କିଂ, ଆଇଏମପିଏସ, କ୍ୟାସକାର୍ଡ, ମୋବାଇଲ୍ ୱାଲେଟସ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୧୯-୧୨-୨୦୧୮ 

ଶେଷ ତାରିଖ – ୦୮-୦୧-୨୦୧୯ 

ପେମେଣ୍ଟ୍ – ୧୯-୧୨-୨୦୧୮ ରୁ ୦୮-୦୧-୨୦୧୯ 

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ :

ଆବେଦନ ଅନଲାଇନ୍ – https://ibpsonline.ibps.in/rbisclnov18/basic_details.php 

ବିଜ୍ଞପ୍ତି ନୋଟିସ୍ – http://www.freejobalert.com/wp-content/uploads/2018/12/Notification-RBI-Officer-Posts.pdf 

ଅଫିସିଆଲ୍ ୱେବସାଇଟ୍ - https://www.rbi.org.in/ 

Subscribe

National International State Sports Entertainment