ଦଶମ ପାସଙ୍କ ପାଇଁ ଓଡିଶା ପୋଲିସରେ ଚାକିରୀ, ୩୭୪୩ କନଷ୍ଟେବଳ ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:Odisha-Police-Recruitment-2018-–-3743-Constable-Posts--Khabar-Odisha-Recruitment-Section
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ

ଓଡ଼ିଶା ପୋଲିସ କନଷ୍ଟେବଳ ଭକାନ୍ସି ଅଫଲାଇନ ଫର୍ମ ୨୦୧୮(ପୁରୁଷ) ଏବଂ ଓଡ଼ିଶା ପୋଲିସ ସିଭିଲ କନଷ୍ଟେବଳ ଭାକାନ୍ସିସ ଅଫଲାଇନ ଫର୍ମ ୨୦୧୮(ପୁରୁଷ ଓ ମହିଳା) 

୧.କନଷ୍ଟେବଳ

 ପଦବୀ ତାରିଖ : ୦୩-୦୭-୨୦୧୮

ଅପଡେଟ୍ : ୪-୦୭-୨୦୧୮

ପଦବୀ ବିବରଣୀ : ୨୦୨୧

ପଦବୀ ବିବରଣୀ : ଓଡ଼ିଶା ପୋଲିସରେ କନଷ୍ଟେବଳ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ପୁରୁଷ ପାର୍ଥୀମାନେ ହିଁ କେବଳ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ ଓ ଯୋଗ୍ୟତା ଏବଂ ନୋଟିସ ଦେଖି ଆବେଦନ କରନ୍ତୁ। ଆବେଦନ ପ୍ରକ୍ରିୟା କେବଳ ଅଫଲାଇନ ଦ୍ୱାରା ଉପଲବ୍ଧ ।

ପଦବୀ ବିବରଣୀ : କନଷ୍ଟେବଳ 

ଜେନେରାଲ – ୧୦୧୫

ଏସଇବିସି – ୨୨୬ 

ଏସସି – ୩୨୭

ଏସଟି – ୪୫

ବୟସ ସୀମା :  ୧୮ ରୁ ୨୩ (୦୧-୦୧-୨୦୧୮ ସୁଦ୍ଧା) 

ନିୟମୁସାରେ ଏସସି,ଏସଟି ପ୍ରାର୍ଥୀଙ୍କ ପାଇଁ କୋହଳ  

 ଯୋଗ୍ୟତା : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାପ୍ତ ହାଇସ୍କୁଲ ସାର୍ଟିଫିକେଟ୍ ବା ଦଶମ

ଶୁଳ୍କ ପୈଠ ପ୍ରକ୍ରିୟା : ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ପୋଷ୍ଟାଲ ଅର୍ଡର 

ଏସସି, ଏସଟି – ନିଃଶୁଳ୍କ

ଅନ୍ୟାନ୍ୟ – ୧୫୦ ଟଙ୍କା

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆପ୍ଲିକେସନ ଗ୍ରହଣ କରିବା ଶେଷ ତାରିଖ : ୨୬-୦୭-୨୦୧୮ (ଅପରାହ୍ଣ ୫ଟା ପର୍ଯ୍ୟନ୍ତ)

ଶାରୀରିକ ପରୀକ୍ଷା : ୦୬-୦୮-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ – 

କୋରିଜେଣ୍ଡମ – http://www.freejobalert.com/wp-content/uploads/2018/07/Corrigendum-Odisha-Police-Sepoy-Constable-Posts.pdf 

ଅପଡେଟ୍ ବିଜ୍ଞପ୍ତି – https://odishapolice.gov.in/sites/default/files/PDF/REVISED%20advertisement%20for%20recruitment%20of%20Sepoys%20and%20Constables%20in%20Battalions%20%28Eng.%20Version%29.pdf 

ବିଜ୍ଞପ୍ତି – http://www.freejobalert.com/wp-content/uploads/2017/11/Notification-Odisha-Police-Sepoy-Constable-Posts.pdf 

ସରକାରୀ ୱେବସାଇଟ – https://odishapolice.gov.in/ 

................................

୨. ସିଭିଲ କନଷ୍ଟେବଳ 

ଓଡ଼ିଶା ପୋଲିସରେ ଉଭୟ ମହିଳା ଓ ପୁରୁଷ ପାର୍ଥୀଙ୍କ ପାଇଁ ସିଭିଲ କନଷ୍ଟେବଳରେ ୧୭୨୨ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ନିମ୍ନରେ ପଦବୀ ବିବରଣୀ ବର୍ଣ୍ଣନା କରାଗଲା –

ପଦବୀ ବିବରଣୀ:  ୧୭୨୨

ଅସଂରକ୍ଷିତ ବର୍ଗ – ୮୭୨

ଏସଇବିସି – ୧୯୦

ଏସସି – ୨୭୭

ଏସଟି – ୩୮୩

ଶୁଳ୍କ:

ଅନ୍ୟାନ୍ୟ – ୧୫୦

ଏସସି,ଏସଟି – ଦେୟମୁକ୍ତ

ବୟସ ସୀମା: ୧୮ ରୁ ୨୩

ନିୟମୁସାରେ ଏସସି,ଏସଟି ପ୍ରାର୍ଥୀଙ୍କ ପାଇଁ କୋହଳ 

ବିଜ୍ଞପ୍ତି - https://odishapolice.gov.in/sites/default/files/PDF/REVISED%20advertisement%20for%20recruitment%20of%20Constables%20in%20District%20%26%20Establishment%20%28Eng.%20Version%29.pdf 

ବିଜ୍ଞପ୍ତି ନୋଟିସ - https://odishapolice.gov.in/sites/default/files/PDF/ADVERTISEMENT%20%20FOR%20RECRUITMENT%20OF%20CIVIL%20CONSTABLES%20IN%20DISTRICTS%28ENGLISH%20VERSION%29.pdf 

ଅଫିସିଆଲ ୱେବସାଇଟ - https://odishapolice.gov.in/ 

Subscribe

National International State Sports Entertainment