ଓଡ଼ିଶା ସରକାରୀ ନିଯୁକ୍ତି: ଶିକ୍ଷକ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ୮୩୩ ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:Odisha-Govt-Jobs-2018-–-Apply-Online-for-833-Lecturer-Posts--Khabar-Odisha-Employment-Section
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ

(ଖବର ଓଡ଼ିଶା): ନିଯୁକ୍ତି ବିଭାଗ  

ପଦବୀ ବିବରଣୀ :  ଶିକ୍ଷକ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଜ୍ୟ ଚୟନ ବୋର୍ଡ, ଓଡ଼ିଶା (ଏସଏସବି) ପକ୍ଷରୁ ୮୩୩ ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିଛି। ଯଦି ଆପଣ ମାଷ୍ଟର ଡିଗ୍ରୀ ବା ସ୍ନାତକତ୍ତୋର କରିଛନ୍ତି ଓ ସରକାରୀ ଚାକିରି ଚାହୁଁଛନ୍ତି ତା’ ହେଲେ ଏହା ଆପଣଙ୍କ ପାଇଁ ଭଲ ସୁଯୋଗ। ନଭେମ୍ବର ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ୱେବସାଇଟ୍ ଓ ନୋଟିସ୍ ଦେଖିବା ପରେ ହିଁ ଆବେଦନ କରନ୍ତୁ। ନିମ୍ନରେ ଅଧିକନ୍ତୁ ବର୍ଣ୍ଣନା କରାଗଲା – 

ପଦବୀ ସଂଖ୍ୟା :

ଅଧ୍ୟାପକ – ୮୩୩ 

ବୟସ ସୀମା : ୦୧-୦୯-୨୦୧୮ ସୁଦ୍ଧା

ସାଧାରଣ ବର୍ଗଙ୍କ ପାଇଁ ସର୍ବନିମ୍ନ ବୟସ – ୨୧ ବର୍ଷ

 ସାଧାରଣ ବର୍ଗଙ୍କ ପାଇଁ ସର୍ବାଧିକ ବୟସ – ୪୨

ଅନ୍ୟାନ୍ୟ ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ନିୟମନୁସାରେ କୋହଳ 

ଶିକ୍ଷାଗତ ଯୋଗ୍ୟତା :

 ୫୫ ପ୍ରତିଶତ ସହ ମାଷ୍ଟର ଡିଗ୍ରୀ(ପିଜି)  

ଏସସି,ଏସଟି – ୫୦ ପ୍ରତିଶତ 

ଆବେଦନ ଶୁଳ୍କ :

ଅସଂରକ୍ଷିତ ବର୍ଗ – ୫୦୦ ଟଙ୍କା 

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗ – ୨୦୦ ଟଙ୍କା 

ପେମେଣ୍ଟ ମୋଡ୍ – ଅନଲାଇନ୍ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୧୨-୧୧-୨୦୧୮

ଶେଷ ତାରିଖ – ୧୧-୧୨-୨୦୧୮ (ମଧ୍ୟ ରାତ୍ର ସୁଦ୍ଧା)

ବିଜ୍ଞପ୍ତି ନୋଟିସ – http://www.ssbodisha.nic.in/documents/Final_advertisement_for_Lecturers.pdf 

ୱେବସାଇଟ୍ -  http://www.ssbodisha.nic.in/index.php 

Subscribe

National International State Sports Entertainment