ଓଡ଼ିଶା ନିଯୁକ୍ତି: ୨୧୯ ଅବକାରୀ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଦଶମ ପାସ କରିପାରିବେ ଆବେଦନ
Khabar Odisha:OSSSC-Recruitment-2018-–-Apply-Online-for-219-Excise-Constable-Posts-Khabar-Odisha-Recruitment
ଖବର ଓଡ଼ିଶା (ନିଯୁକ୍ତି ବିଭାଗ)

ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ବାହାରିଛି। ଅବକାରୀ ବା ଏକ୍ସାଇଜ୍ କନଷ୍ଟେବଳ ପଦରେ ରହିବା ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ଦଶମ। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ, ନୋଟିସକୁ ଦେଖି ଆବେଦନ କରିପାରିବେ । 

ପଦବୀ ନାମ : ଅବକାରୀ କନଷ୍ଟେବଳ 

ପଦବୀ ସଂଖ୍ୟା : ୨୧୯

ବୟସ ସୀମା : (୦୧-୦୧-୨୦୧୮ ସୁଦ୍ଧା) 

ସର୍ବନିମ୍ନ ବୟସ – ୨୧ ବର୍ଷ

ଶେଷ ତାରିଖ – ୩୨ ବର୍ଷ

ଏସସି/ଏସଟି/ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ କୋହଳ

ଶିକ୍ଷାଗତ ଯୋଗ୍ୟତା : ଦଶମ(ଓଡିଆ ବିଷୟ ଥିବା ଦରକାର)

ଆବେଦନ ଶୁଳ୍କ –:

ଅନ୍ୟାନ୍ୟ – ୧୦୦ ଟଙ୍କା 

ଏସଏସି/ଏସଟି- ଦେୟମୁକ୍ତ 

ପେମେଣ୍ଟ ମୋଡ – ଅନଲାଇନ୍ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଅନଲାଇନ ପଞ୍ଜୀକରଣ ଆରମ୍ଭ ତାରିଖ ୧୨-୧୦-୨୦୧୮

ଶେଷ ତାରିଖ – ୧୨-୧୧-୨୦୧୮ 

ଟ୍ରେଜେରୀ ଚାଲାଣ ବି କରିପାରିବେ – ୧୨-୧୦-୨୦୧୮ ରୁ ୧୯-୧୧-୨୦୧୮ 

ଅନଲାଇନ୍ ଆପ୍ଲିକେସନର ଶେଷ ତାରିଖ – ୧୯-୧୧-୨୦୧୮

ବିଜ୍ଞପ୍ତି ନୋଟିସ – https://www.osssc.gov.in/Public/Post_detail_information.aspx 

ସରକାରୀ ୱେବସାଇଟ୍ - https://www.osssc.gov.in/Docs/UPCOMINGREQ_EC-2018-English.pdf  

Subscribe

National International State Sports Entertainment