ଓପିଏସସି ନିଯୁକ୍ତି : ୨୨୧ ମେଡ଼ିକାଲ ଅଫିସର ପାଇଁ କରନ୍ତୁ ଆବେଦନ
Khabar Odisha:OPSC-Recruitment-2018--Apply-for-Ayurvedic-Medical-Officer
ଖବର ଓଡ଼ିଶା (ନିଯୁକ୍ତି ବିଭାଗ):

ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି)ରେ ଆୟୁରବେଦିକ୍ ମେଡିକାଲ୍ ଅଫିସର ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ମୋଟ ପଦବୀ ସଂଖ୍ୟା ରହିଛି ୨୨୧। ଆବେଦନକାରୀମାନଙ୍କ ବ୍ୟାଚଲର ଅଫ୍ ଆୟୁରବେଦିକ, ମେଡିସିନ୍ ଆଣ୍ଡ ସର୍ଜରୀ କିମ୍ବା ସମ୍ବନ୍ଧିୟ ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର। ଇଚ୍ଛୁକ ଥିବା ପ୍ରାର୍ଥୀମାନେ  ପଦବୀ ବିବରଣୀ, ନୋଟିସ୍ ଦେଖି ଆବେଦନ କରନ୍ତୁ। ନିମ୍ନରେ ଅଧିକନ୍ତୁ ନିମ୍ନରେ ବର୍ଣ୍ଣନା କରାଗଲା -

ପଦବୀ ନାମ: ଆୟୁରବେଦିକ୍ ମେଡ଼ିକାଲ ଅଫିସର 

ପଦବୀ ସଂଖ୍ୟା : ୨୨୧

ଯୋଗ୍ୟତା : ବିଏଏମଏସ୍(ବ୍ୟାଚଲର ଅଫ୍ ଆୟୁରବେଦିକ, ମେଡିସିନ୍ ଆଣ୍ଡ ସର୍ଜରୀ) ଏବଂ ସମ୍ବନ୍ଧିୟ ଯୋଗ୍ୟତା 

ବୟସ ସୀମା : ୦୧-୦୧-୨୦୧୮ ସୁଦ୍ଧା 

ସର୍ବନିମ୍ନ ବୟସ - ୨୧ ବର୍ଷ 

ସର୍ବାଧିକ ବୟସ - ୩୨ ବର୍ଷ 

ବୟସ କୋହଳ - ଏସସି,ଏସଟି,ଏସଇବିସି,ପିଏଚ ପ୍ରାର୍ଥୀଙ୍କ ପାଇଁ

ପରୀକ୍ଷା ଶୁଳ୍କ :

ଅନ୍ୟାନ୍ୟ - ୫୦୦ ଟଙ୍କା 

ଓଡ଼ିଶାର ଏସସି,ଏସଟି ଓ ପିଡବ୍ଲ୍ୟୁ ପ୍ରାର୍ଥୀ – ଦେୟମୁକ୍ତ 

ଏସବିଆଇ ଚାଲାଣ ଦ୍ୱାରା ଶୁଳ୍କ ପୈଠ କରିହେବ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୧୪-୧୨-୨୦୧୮

ଶେଷ ତାରିଖ – ୧୪-୦୧-୨୦୧୯ (ରାତି ୧୨ଟା ପର୍ୟ୍ୟ ନ୍ତ)   

ଶୁଳ୍କ ପୈଠ କରିବାର ଶେଷ ସମୟ – ୧୭-୦୧-୨୦୧୯

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ : 

ଅନଲାଇନ୍ ଆବେଦନ -  http://www.opsconline.gov.in/ 

ବିଜ୍ଞପ୍ତି ନୋଟିସ୍ – http://www.freejobalert.com/wp-content/uploads/2018/12/Notification-OPSC-Ayurvedic-Medical-Officer-Post.pdf 

ୱେବସାଇଟ - http://www.opsc.gov.in/ 

Subscribe

National International State Sports Entertainment