ଓଏଏସ୍ ଅଫିସର ହେବାର ସୁଯୋଗ, ୨୧୮ ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:OPSC-Recruitment-2018-–-Apply-Online-for-218-Odisha-Civil-Services-Exam-Khabar-Odisha-Recruitment
(ଖବର ଓଡ଼ିଶା) ନିଯୁକ୍ତି ବିଭାଗ:

ଓଡିଶା ପ୍ରଶାସନିକ ସେବା(ଓଏଏସ୍) ପାଇଁ ପ୍ରସ୍ତୁତି ଚଲାଇଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏଥିପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ, ତାରିଖ ଓ ନୋଟିସ ଦେଖି ଆବେଦନ କରନ୍ତୁ।  

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୮

ମୋଟ୍ : ୨୧୮

ବୟସ ସୀମା : ୨୧ ରୁ ୩୨ 

ଯୋଗ୍ୟତା : ଯେକୌଣସି ବିଷୟରେ ଡିଗ୍ରୀ 

ଆବେଦନ ଶୁଳ୍କ:

ଅନ୍ୟାନ୍ୟ – ୩୦୦ ଟଙ୍କା  

ଏସସି ଏସଟି ପିଡବ୍ଲ୍ୟୁଡି – ଦେୟମୁକ୍ତ 

ପେମେଣ୍ଟ ମୋଡ୍ : ଏସବିଆଇର ଯେକୌଣସି ଶାଖା

ଗୁରୁତ୍ୱପୂର୍ଣ୍ଣ ତାରିଖ : 

ଆବେଦନ ତାରିଖ – ୦୩.୦୯.୨୦୧୮

ଶେଷ ତାରିଖ- ୦୩.୧୦.୨୦୧୮

ଶୁଳ୍କ ପୈଠ କରିବା ଶେଷ ସମୟ – ୦୫.୧୦.୨୦୧୮

ପରୀକ୍ଷା ତାରିଖ – ୨୮.୧୦.୨୦୧୮

ଅଫିସିଆଲ ୱେବସାଇଟ୍ -   http://www.opsc.gov.in/ 

  • Tags:

Subscribe

National International State Sports Entertainment