ଓଡ଼ିଶା ସରକାରୀ ନିଯୁକ୍ତି: ଦନ୍ତ ଚିକିତ୍ସକ ହେବା ପାଇଁ କରନ୍ତୁ ଆବେଦନ, ୬୧ ପଦବୀ ପାଇଁ ବିଜ୍ଞପ୍ତି ଜାରି
Khabar Odisha:OPSC-Dental-Surgeon-Online-Form-2018-Apply-Online-Khabar-Odisha-Employment-Section
ଖବର ଓଡ଼ିଶା (ନିଯୁକ୍ତି ବିଭାଗ):

ଓଡ଼ିଶା ଲୋକସେବା ଆୟୋଗ (ଓପିଏସଏସି) ପକ୍ଷରୁ ଦନ୍ତ ଚିକିତ୍ସକଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ଓଡିଶା ସ୍ୱାସ୍ଥ୍ୟ ସେବା(ଡେଣ୍ଟାଲ) କ୍ୟାଡରରେ ଗ୍ରୁପ ଏ(ଜୁନିୟର) ବିଭାଗରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀମାନେ ହିଁ କେବଳ ଏହି ପଦବୀ ପାଇଁ ଆବେଦନ କରିପାରିବେ। ନିମ୍ନରେ ଅଧିକନ୍ତୁ ବିବରଣୀ ପ୍ରଦାନ କରାଗଲା – 

ପଦବୀ ନାମ – ଦନ୍ତ ଚିକିତ୍ସକ

ଖାଲିଥିବା ପଦବୀ ସଂଖ୍ୟା୬୧ 

ଯୋଗ୍ୟତା – ଡେଣ୍ଟାଲ ସର୍ଜରୀ (ବିଡିଏସ) କିମ୍ବା ସାମଞ୍ଜସ୍ୟ କୌଣସି ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ଦରକାର ।

ଆବେଦନ ପ୍ରକ୍ରିୟା – ସଂବୋଧିତ ୱେବସାଇଟକୁ ଯାଇ ଭଲ ଭାବରେ ନୋଟିସ ଦେଖି ଉପରୋକ୍ତ ପଦବୀ ପାଇଁ ଅନଲାଇନରେ ଆବେଦନ କରିପାରିବେ। 

ବୟସ ସୀମା : (୦୧-୦୧-୨୦୧୮ ସୁଦ୍ଧା)

ସର୍ବନିମ୍ନ ଯୋଗ୍ୟତା – ୨୧ ବର୍ଷା

ସର୍ବାଧିକ ଯୋଗ୍ୟତା – ୩୨ ବର୍ଷ 

ନିୟମନୁସାରେ କୋହଳ

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ: ୧୨-୦୯-୨୦୧୮

ଶେଷ ତାରିଖ : ୧୧-୧୦-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ : 

ଅନଲାଇନ ଆବେଦନ – ୧୨.୦୯.୨୦୧୮ ଠାରୁ

ବିଜ୍ଞପ୍ତି ନୋଟିସ -  http://www.opsc.gov.in/Admin/ContAttach/061819.pdf

 ଅଫିସିଆଲ ୱେବସାଇଟ୍ - http://www.opsc.gov.in/ 

  • Tags:

Subscribe

National International State Sports Entertainment