ଓଡ଼ିଶା ନିଯୁକ୍ତି: ଓଏମସିରେ ମ୍ୟାନେଜର ପଦବୀରେ ଭର୍ତ୍ତି, ଆବେଦନର ଶେଷ ତାରିଖ ୫ ଜୁଲାଇ
Khabar Odisha:OMC-Recruitment-2018-–-17-GM-DGM-Sr--Dy-Manager-Manager-Posts-Khabar-Odisha-Recruitment-Section
ଖବର ଓଡ଼ିଶା (ନିଯୁକ୍ତି ବିଭାଗ):

ଓଏମସି ଲିମିଟେଡ୍ ମ୍ୟାନେଜର ଅଫଲାଇନ ଫର୍ମ ୨୦୧୮

ପଦବୀ ତାରିଖ : ୧୪-୦୬-୨୦୧୮

ଖାଲିଥିବା ପଦବୀ ସଂଖ୍ୟା : ୧୭

ପଦବୀ ବିବରଣୀ : ଓଡିଶା ମାଇନିଂ କର୍ପୋରେସନରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି । ଜେନେରାଲ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର, ସିନିୟର ମ୍ୟାନେଜର, ଡେପୁଟି ମ୍ୟାନେଜର ଏବଂ ମ୍ୟାନେଜର ପଦରେ ରହିବା ପାଇଁ ନିମ୍ନରେ ଦିଆଯାଇଥିବା ବିବରଣୀ ଦେଖନ୍ତୁ। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନୋଟିସ, ୱେବସାଇଟ, ଯୋଗ୍ୟତା ଦେଖି ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ପଦବୀ ବିବରଣୀ : 

୧. ଜେନେରାଲ ମ୍ୟାନେଜର :

ପଦବୀ - ୦୧ 

ଯୋଗ୍ୟତା – ଏମବିଏ/ ପିଜିଡିଏମ

୨. ସିନିୟର ମ୍ୟାନେଜର 

ପଦବୀ -୦୩ 

ଯୋଗ୍ୟତା - ପିଜି ଡିଗ୍ରୀ/ଡିପ୍ଲୋମା, ଏମବିଏ/ପିଜିଡିଏମ

୩. ଡେପୁଟି ମ୍ୟାନେଜର  

ପଦବୀ – ୦୫ 

ଯୋଗ୍ୟତା – ଏମବିଏ/ ପିଜିଡିଏମ

୪. ଡେପୁଟି ଜେନେରାଲ ମ୍ୟାନେଜର -୦

୫. ମ୍ୟାନେଜର -୦୨

ଏହି ଦୁଇଟି ଯାକ ପଦବୀ ପାଇଁ ଯୋଗ୍ୟତା - ଆଇସିଏଆଇର ସଦସ୍ୟ/ ଆଇସିଡବ୍ଲ୍ୟୁଏଆଇ/ଏମବିଏ/ ପିଜିଡିଏମ୍ 

ଗୁରୁତ୍ୱପୂର୍ଣ୍ଣ ତାରିଖ : 

ଶେଷ ତାରିଖ -  ୦୫-୦୭-୨୦୧୮

ବୟସ ସୀମା : ୨୧ ରୁ ୫୦ ବର୍ଷ (୩୧.୦୫.୨୦୧୮)

ବୟସ କୋହଳ – ଏସସି,ଏସଟି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ

ବିଜ୍ଞପ୍ତି ନୋଟିସ – http://www.freejobalert.com/wp-content/uploads/2018/05/Notification-OMC-Ltd-Manager-Posts.pdf 

ୱେବସାଇଟ୍- https://omcltd.in/ 

  • Tags:

Subscribe

National International State Sports Entertainment