ନିଯୁକ୍ତି: ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୨୧ଟି ପଦବୀ ଖାଲି, ଅନଲାଇନରେ ଆଜିଠୁ କରନ୍ତୁ ଆବେଦନ
Khabar Odisha:NHM-Odisha-Recruitment-2018-–-Apply-Online-for-District-Accounts-Manager--AM-Posts--Read-more-NHM-Odisha-Recruitment-2018-–-Apply-Online-for-District-Accounts-Manager--AM-Posts-Khabar-Odisha-Employeement-Section
ଖବର ଓଡ଼ିଶା (ନିଯୁକ୍ତି ବିଭାଗ):

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁଇଟି ପଦବୀରେ ଭର୍ତ୍ତି ହେବା ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ୧୭.୦୮.୨୦୧୮ରେ ଏହି ବିଜ୍ଞପ୍ତି ନୋଟିସ ଜାରି ହୋଇଥିବା ବେଳେ ଦୁଇଟି ପଦରେ ମୋଟ ୨୧ଟି ପଦବୀ ଖାଲି ରହିଥିବା ନୋଟିସରୁ ଜଣାପଡ଼ିଛି। ଡିଷ୍ଟ୍ରିକ୍ଟ ଆକାଉଣ୍ଟସ୍ ମ୍ୟାନେଜର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଏହି ଦୁଇଟି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଚୁକ୍ତିଭିତ୍ତିକ ଆଧାରରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଅଧିକନ୍ତୁ ନିମ୍ନରେ ବର୍ଣ୍ଣନା କରାଗଲା ...

ପଦବୀ ବିବରଣୀ :

୧.ଡିଷ୍ଟ୍ରିକ୍ଟ୍ ଆକାଉଣ୍ଟସ ମ୍ୟାନେଜର – ୦୨

୨.ଆସିଷ୍ଟାଣ୍ଟ ମ୍ୟାନେଜର - ୧୯  

ଯୋଗ୍ୟତା :

ଡିଷ୍ଟ୍ରିକ୍ଟ୍ ଆକାଉଣ୍ଟସ ମ୍ୟାନେଜର – ଇଣ୍ଟର ସିଏ, ଇଣ୍ଟର ଆଇସିଡବ୍ଲ୍ୟୁଏ

ଆସିଷ୍ଟାଣ୍ଟ ମ୍ୟାନେଜର -ଏମବିଏ, ପିଜି ଡିଗ୍ରୀ, ଡିପ୍ଲୋମା 

ବୟସ ସୀମା : ୪୦ ବର୍ଷରୁ ଉର୍ଦ୍ଧ୍ୱ (୦୧.୦୮.୨୦୧୮ ସୁଦ୍ଧା)

ଗୁରୁତ୍ୱପୂର୍ଣ୍ଣ ତାରିଖ:  

ଆବେଦନ ତାରିଖ – ୧୭.୦୮.୨୦୧୮

ଆବେଦନର ଶେଷ ତାରିଖ – ୩୧.୦୮.୨୦୧୮

ଆପ୍ଲିକେସନ ଦାଖଲ କରିବାର ଶେଷ ତାରିଖ – ୦୭.୦୯.୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍: (ଲିଙ୍କ୍ କପି କରି ୟୁଆରଏଲରେ ପେଷ୍ଟ୍ କରିବେ)

ବିଜ୍ଞପ୍ତି ନୋଟିସ୍ – http://www.nrhmorissa.gov.in/writereaddata/Upload/Documents/3218advtrec.pdf 

ଅଫିସିଆଲ୍ ୱେବସାଇଟ୍ - http://www.nrhmorissa.gov.in/ 

  • Tags:

Subscribe

National International State Sports Entertainment