ଦଶମ ଓ ଆଇଟିଆଇଙ୍କ ପାଇଁ ଚାକିରୀ ସୁଯୋଗ : ୪୪୧ ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:NCL-Singrauli-Recruitment-2019-Apply-Online-for-441-Apprentice-Posts
ଖବର ଓଡ଼ିଶା (ନିଯୁକ୍ତି ବିଭାଗ)

ନର୍ଥେନ୍ କୋଲ ଫିଲ୍ଡସ୍ ଲିଃ(ଏନସିଏଲ୍) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି । ମୋଟ ପଦବୀ ସଂଖ୍ୟା ରହିଛି ୪୪୧। ଦଶମ ଓ ଆଇଟିଆଇ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆସନ୍ତା ୧୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅଧିକନ୍ତୁ ନିମ୍ନରେ ବର୍ଣ୍ଣନା କରାଗଲା –

ଖାଲିଥିବା ପଦବୀ ସଂଖ୍ୟା: ୪୪୧

 ଆପ୍ରେଂଟିସ୍  

୧.ୱେଲଡର୍ : ୮୮ – ଅଷ୍ଟମ ପାସ, ଆଇଟିଆଇ(ୱେଲଡର)

୨.ଇଲେକ୍ଟ୍ରିସିଆନ୍ : ୧୭୯ – ଦଶମ ପାସ, ଆଇଟିଆଇ (ଇଲେକ୍ଟ୍ରିସିଆନ୍)

୩.ଫିଟ୍ଟର : ୧୭୪ – ଦଶମ ପାସ, ଆଇଟିଆଇ(ଫିଟ୍ଟର)

ବୟସ ସୀମା : (୦୧-୦୪-୨୦୧୮)

ସର୍ବନିମ୍ନ ବୟସ ସୀମା - ୧୬ ବର୍ଷ 

ସର୍ବାଧିକ –୨୪ ବର୍ଷ 

ନିୟମନୁସାରେ କୋହଳ 

ଗୁରୁତ୍ୱପୂର୍ଣ୍ଣ ତାରିଖ -  

ଅନଲାଇନ୍ ଆବେଦନ ତାରିଖ – ୧୦-୧୨-୨୦୧୮

ଶେଷ ତାରିଖ – ୧୨-୦୧-୨୦୧୯ 

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ : 

ବିଜ୍ଞପ୍ତି ନୋଟିସ୍ – http://nclcil.in/recruitment/appren/Hindi_Apprentices.pdf 

ୱେବସାଇଟ୍ - http://nclcil.in/  

Subscribe

National International State Sports Entertainment