ଏନସିଡିଏସରେ ୱାକ୍ ଇନ୍ ଇଣ୍ଟରଭ୍ୟୁ: ରିସର୍ଚ୍ଚ ଆସୋସିଏଟ୍, ରିସର୍ଚ୍ଚ ସହାୟକ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରି
Khabar Odisha:NCDS-Bhubaneswar-Various-Vacancies-Walk-in-Interview-Khabar-Odisha-Employment-Section
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ

ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର(ଏନସିଡିଏସ), ଭୁବନେଶ୍ୱରରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ରିସର୍ଚ୍ଚ ଆସୋସିଏଟ୍, ରିସର୍ଚ୍ଚ ସହାୟକ ଏବଂ ଅନ୍ୟାନ୍ୟ ପଦବୀରେ ବିଜ୍ଞପ୍ତି ଜାରି ହୋଇଛି। ସାକ୍ଷାତକାର ଆଧାରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ନଭେମ୍ବର ୨୭ ଓ ୨୮ ତାରିଖରେ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ ନିଆଯିବ। ନୋଟିସ ଦେଖି ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପରେ ଏହି ପଦବୀ ପାଇଁ ଆବେଦନ କରନ୍ତୁ । ନିମ୍ନରେ ଅଧିକନ୍ତୁ ବର୍ଣ୍ଣନା କରାଗଲା :

ପଦବୀ ବିବରଣୀ : ୨୨

୧-ରିସର୍ଚ୍ଚ ଆସୋସିଏଟ୍ – ୦୧ 

ଶିକ୍ଷାଗତ ଯୋଗ୍ୟତା – ପିଏଚଡ଼ି(ସୋସିଆଲ୍ ସାଇନ୍ସ)ଏବଂ ସମ୍ବୋନ୍ଧିୟ ଅଭିଜ୍ଞତା

୨-ରିସର୍ଚ୍ଚ ଆସୋସିଏଟ୍ – ୦୧ 

୩-ରିସର୍ଚ୍ଚ ସୁପର ଭାଇଜର – ୦୪

ଉପରୋକ୍ତ ୨ଟି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା – ବ୍ୟାଚଲର ଡିଗ୍ରୀ, ମାଷ୍ଟର ଡିଗ୍ରୀ(ସୋସିଆଲ ସାଇନ୍ସ) ୩ ବର୍ଷର ଅଭିଜ୍ଞତା ସହ  

୪-ଫିଲ୍ଡ ଇନଭେଷ୍ଟିଗେଟର  - ୧୬  

ଶିକ୍ଷାଗତ ଯୋଗ୍ୟତା : ବ୍ୟଚଲର ଡିଗ୍ରୀ ସମ୍ବନ୍ଧୀୟ ଅଭିଜ୍ଞତା ସହ 

ଗୁରୁତ୍ୱପୂର୍ଣ୍ଣ ଇଣ୍ଟରଭ୍ୟୁ ତାରିଖ :

କ୍ର-ନଂ ୧ ରୁ ୩ – ୨୬-୧୧-୨୦୧୮

କ୍ର-ନଂ     ୪ – ୨୭-୧୧-୨୦୧୮ 

ବିଜ୍ଞପ୍ତି ନୋଟିସ୍ – http://www.freejobalert.com/wp-content/uploads/2018/11/Notification-NCDS-Bhubaneswar-Research-Associate-Research-Asst-Other-Posts.pdf 

ୱେବସାଇଟ୍ - http://ncds.nic.in/ 

Subscribe

National International State Sports Entertainment