କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି: ୮୩୩୯ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଅନଲାଇନରେ କରନ୍ତୁ ଆବେଦନ
Khabar Odisha:KVS-Recruitment-2018-–-Apply-Online-for-8339-Posts-Khabar-Odisha-Employment-Section
ଖବର ଓଡ଼ିଶା-(ନିଯୁକ୍ତି ବିଭାଗ)

ଅଧ୍ୟାପକ ବା ଅଧ୍ୟାପିକା ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍), ନୂଆଦିଲ୍ଲୀ ପକ୍ଷରୁ ଏ ସମ୍ବନ୍ଧିୟ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ ଏବଂ ନୋଟିସକୁ ଭଲ ଭାବରେ ଦେଖି ଅନଲାଇନରେ ଆବେଦନ କରନ୍ତୁ । ନିମ୍ନରେ ଅଧିକନ୍ତୁ ବର୍ଣ୍ଣନା କରାଗଲା - 

ପଦବୀ ବିବରଣୀ:  ୮୩୩୯

୧.ପ୍ରିନ୍ସିପାଲ – ୭୬

୨. ଭାଇସ ପ୍ରନ୍ସିପାଲ – ୨୨୦

ଯୋଗ୍ୟତା -ମାଷ୍ଟର ଡିଗ୍ରୀ, ବିଇଡି ଏବଂ ଅଭିଜ୍ଞତା ଅନୁସାରେ

୩. ପୋଷ୍ଟ ଗ୍ରାଜୁଏଟ୍ ଟିଚର (ପିଜିଟି) – ୫୯୨ 

ବିଇ/ବିଟେକ୍/ଏମ.ଏସସି/ ମାଷ୍ଟର ଡିଗ୍ରୀ ସହ ଅଭିଜ୍ଞତା ଅନୁଯାୟୀ

୪. ଟ୍ରେନଡ୍ ଗ୍ରାଜୁଏଟ ଟିଚର୍(ଟିଜିଟି) – ୧୯୦୦ 

ବ୍ୟାଚଲର ଡିଗ୍ରୀ, ବିଇଡି

୫. ଲାଇବ୍ରେରିଆନ୍ – ୫୦ (ଡିପ୍ଲୋମା/ଡିଗ୍ରୀ(ଲାଇବ୍ରେରୀ ସାଇନ୍ସ)

୬. ପ୍ରାଇମେରୀ ଟିଚର (ଗ୍ରୁପ-ବି) – ୫୩୦୦ 

ଏସଆର ସେକେଣ୍ଡାରୀ, ବି.ଇଆଇ.ଇଡି/ଡି.ଇଆଇ.ଇଡି 

୭. ପ୍ରାଇମେରୀ ଟିଚର –ମ୍ୟୁଜିକ୍ (ଗ୍ରପ-ବି) – ୨୦୧ 

ଏସଆର ସେକେଣ୍ଡାରୀ, ଇଣ୍ଟର ମିଡିଏଟ୍ , ବ୍ୟାଚଲର ଡିଗ୍ରୀ

ବୟସ ସୀମା : (୩୦-୦୯-୨୦୧୮ ଭିତରେ) 

କ୍ରୟ ନଂ  ୧ – ୩୫ ରୁ ୫୦ ବର୍ଷ 

କ୍ରୟ ନଂ ୨- ୩୫ ରୁ ୪୫ ବର୍ଷ

କ୍ରୟ ନଂ ୩- ସର୍ବାଧିକ ଯୋଗ୍ୟତା ୪୦ ବର୍ଷା

କ୍ରୟ ନଂ ୪ ଓ ୫ – ସର୍ବାଧିକ ୩୫ ବର୍ଷ

କ୍ରୟ ନଂ ୬ ଏବଂ ୭  - ସର୍ବାଧିକ ୩୦ ବର୍ଷ 

ଗୁରୁତ୍ୱପୂର୍ଣ୍ଣ ତାରିଖ: 

ଆବେଦନ ତାରିଖ : ୨୪-୦୮-୨୦୧୮

ଶେଷ ତାରିଖ : ୧୩-୦୯-୨୦୧୮ 

ବିଜ୍ଞପ୍ତି ନୋଟିସ୍ - http://www.freejobalert.com/wp-content/uploads/2017/12/Notification-KVS-Principal-TGT-Librarian-Other-Posts.pdf 

ୱେବସାଇଟ - http://kvsangathan.nic.in/ 

  • Tags:

Subscribe

National International State Sports Entertainment