ପୂର୍ବ ଭାରତରେ ଆଇଓସିଏଲରେ ନିଯୁକ୍ତି, ୪୪୧ ପାଇଁ ବିଜ୍ଞପ୍ତି ଜାରି, ଏମିତି କରନ୍ତୁ ଆବେଦନ
Khabar Odisha:IOCL-Recruitment-2018-–-Apply-Online-for-441-Technician--Trade-Apprentice-Posts
ଖବର ଓଡ଼ିଶା (ନିଯୁକ୍ତି ବିଭାଗ):

ପଦବୀ ବିବରଣୀ- ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପୂର୍ବ ଭାରତରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଟେକ୍ନିସିଆନ ଓ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀ ପାଇଁ ୪୪୧ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଓଡ଼ିଶା ସମେତ ଇଷ୍ଟର୍ଣ୍ଣ ରିଜିଅନର ଅନ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପଦବୀ ବିବରଣୀ, ଯୋଗ୍ୟତା ଓ ନୋଟିସ୍  ଦେଖି ଆବେଦନ କରନ୍ତୁ ।  

ମୋଟ ପଦବୀ ସଂଖ୍ୟା – ୪୪୧ 

ପଦବୀ ନାମ - ଟେକ୍ନିସିଆନ ଓ ଟ୍ରେଡ୍ ଆପ୍ରେଣ୍ଟିସ୍ 

ବୟସ ସୀମା –  ୧୮ ରୁ ୨୪ ବର୍ଷ (୩୧-୧୦-୨୦୧୮) 

ଏସସି,ଏସଟି, ଓବିସି ଓ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ନିୟମନୁସାରେ କୋହଳ 

ପଦବୀ ବିବରଣୀ: 

ଟ୍ରେଡ୍ ଆପ୍ରେଣ୍ଟିସ୍ – ୩୧୪

ଯୋଗ୍ୟତା – ମାଟ୍ରିକ୍ ମାସ ସହ ଆଇଆଇଟି କରିଥିବା ଦରକାର, ଗ୍ରାଜୁଏସନ୍ 

ଟେକ୍ନିସିଆନ ଆପ୍ରେଣ୍ଟିସ୍ – ୧୨୭

ଯୋଗ୍ୟତା -  ଡିପ୍ଲୋମା 

ଗୁରୁତ୍ୱପୂର୍ଣ୍ଣ ତାରିଖ : 

ଆବେଦନ ତାରିଖ – ୧୨-୧୦-୨୦୧୮

ଶେଷ ତାରିଖ -  ୦୧-୧୧-୨୦୧୮

 ଲିଖିତ ପରୀକ୍ଷା – ୧୮-୧୧-୨୦୧୮

ବିଜ୍ଞପ୍ତି ନୋଟିସ୍ – http://www.freejobalert.com/wp-content/uploads/2018/09/Notification-IOCL-Eastern-Region-Technician-Trade-Apprentice-Posts.pdf 

http://www.ioclrecruit.com/

ୱେବସାଇଟ୍ - https://www.iocl.com/ 

Subscribe

National International State Sports Entertainment