ନିଯୁକ୍ତି: ଇନ୍ଦିରା ଗାନ୍ଧି ଆଟୋମିକ୍ ରିସର୍ଚ୍ଚରେ ଟେକ୍ନିସିଆନ ଓ ଅନ୍ୟାନ୍ୟ ପଦବୀରେ ଭର୍ତ୍ତି, ୨୪୮ ପଦ ପାଇଁ କରନ୍ତୁ ଆବେଦନ
Khabar Odisha:IGCAR-Recruitment-2018-–-Apply-Online-for-248-Tech-Officer-posts-Khabar-Odisha-Recruitment-Section
(ଖବର ଓଡ଼ିଶା) ନିଯୁକ୍ତି ବିଭାଗ

ଇନ୍ଦିରା ଗାନ୍ଧି ସେଣ୍ଟର ଫର୍ ଆଟୋମିକ୍ ରିସର୍ଚ୍ଚ (ଆଇଜିସିଏଆର୍) ଟେକ୍ନିକାଲ ଅଫିସର, ସାଇନଟିଫିକ ଆସିଷ୍ଟାଣ୍ଟ, ଟ୍ରେନି, ଟେକ୍ନିସିଆନ, ୟୁଡିସି, ଷ୍ଟେନୋ ପଦବୀରେ ଭର୍ତ୍ତି ହେବା ପାଇଁ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଯୋଗ୍ୟତା. ପଦବୀ ବିବରଣୀ ଏବଂ ନୋଟିସ ଦେଖି ଆବେଦନ କରନ୍ତୁ । 

ଖାଲିଥିବା ପଦବୀ ସଂଖ୍ୟା : ୨୪୮

ପଦବୀ ତାରିଖ : ୧୮-୦୫-୨୦୧୮

ପଦବୀ ନାମ :

୧.ଟେକ୍ନିକାଲ ଅଫିସର -୪

ଯୋଗ୍ୟତା – ବିଇ/ବି.ଟେକ୍, ବି.ଆର୍କ, ଏମଇ 

ବୟସ ସୀମା – ୨୬ ବର୍ଷ

୨.ସାଇଟିଫିକ୍ ଆସିଷ୍ଟାଣ୍ଟ – ୧୩

୩.ଷ୍ଟାଇପେଣ୍ଡିଆରି ଟ୍ରେନି କାଟ୍ ୧ -୮୩

ଯୋଗ୍ୟତା – ଡିପ୍ଲୋମା, ବିଏସସି

ବୟସ – ୩୦ , ୨୪ ବର୍ଷ

୪.ଟେକ୍ନିସିଆନ୍ – ୧୭ 

୫.ଷ୍ଟାଇପେଣ୍ଡିଆରି ଟ୍ରେନି କାଟ୍ ୨ – ୧୧୪ 

ଯୋଗ୍ୟତା – ଏସଏସସି, ଏଚଏସସି, ଆଇଟିଆଇ 

ବୟସ – ୨୭ , ୨୨

୬. ଅପର ଡିଭିଜନ କ୍ଲର୍କ -୦୭

ଶିକ୍ଷାଗତ ଯୋଗ୍ୟତା – ଡିଗ୍ରୀ ଯେ କୌଣସି ବିଷୟରେ, ଟାଇପିଂ ଜାଣିଥିବା ଦରକାର

ବୟସ - ୨୫

୭. ଷ୍ଟେନୋଗ୍ରାଫର –  ୧୦

 ଶିକ୍ଷାଗତ ଯୋଗ୍ୟତା – ମାଟ୍ରିକ୍

ବୟସ – ୨୮

ଆବେଦନ ଶୁଳ୍କ :

ସିରିଏଲ ନଂ ୧ – ୩୦୦ ଟଙ୍କା 

ନଂ ୨ ଏବଂ ୩ – ୨୦୦ ଟଙ୍କା 

 ନଂ ୪ ରୁ ୭ – ୧୦୦ ଟଙ୍କା 

ପେମେଣ୍ଟ ମୋଡ୍ :   ନେଟ ବ୍ୟାଙ୍କିଂ, କ୍ରେଡିଟ କାର୍ଡ, ଡେବିଟ କାର୍ଡ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୧୮-୦୫-୨୦୧୮

ଶେଷ ତାରିଖ – ୧୭-୦୬-୨୦୧୮

ଆବେଦନ କରିବା ପାଇଁ ଲିଙ୍କ୍ -  https://igcar.onlinereg.in/home.html

ବିଜ୍ଞପ୍ତି ନୋଟିସ - https://igcar.onlinereg.in/document/Advt-3-2018-Detailed-Final-14-05-2018.pdf 

ୱେବସାଇଟ - http://www.igcar.gov.in/ 

Subscribe

National International State Sports Entertainment