IBPS ନିଯୁକ୍ତି : ୭୨୭୫ କ୍ଲର୍କ ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:IBPS-Recruitment-2018-–-Apply-Online-for-7275-Clerk-Posts
ଖବର ଓଡ଼ିଶା (ନିଯୁକ୍ତି ବିଭାଗ):

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସନେଲ୍ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶିତ ହୋଇଛି। କ୍ଲରିକାଲ କାଡରେ(ସିଆରପି କ୍ଲର୍କସ – VII ) ପଦବୀରେ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ସମୁଦାୟ ପଦବୀ ରହିଛି ୭,୨୭୫। ସେଥିମଧ୍ୟରୁ କେବଳ ଓଡିଶା ପାଇଁ ୧୯୧ଟି ପୋଷ୍ଟ । ବ୍ୟାଙ୍କିଂ ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଭଲ ସୁଯୋଗ।  ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଆଇବିପିଏସ ସଂବୋଧିତ ୱେବସାଇଟକୁ ଯାଇ ନୋଟିସ ଦେଖିବା ପରେ ଆବେଦନ କରନ୍ତୁ। ଅଧିକନ୍ତୁ ନିମ୍ନରେ ବର୍ଣ୍ଣନା କରାଗଲା –

ପଦବୀ ନାମ : ସିଆରପି କ୍ଲର୍କସ – VII 

ମୋଟ ପଦବୀ ସଂଖ୍ୟା : ୭,୨୭୫ 

ଶିକ୍ଷାଗତ ଯୋଗ୍ୟତା : ଏକ ପ୍ରତିଷ୍ଠିତ ସରକାରୀ ଶିକ୍ଷାନୁଷ୍ଠାନରେ ଯେ କୌଣସି ବିଷୟରେ ଗ୍ରାଜୁଏସନ (ଡିଗ୍ରୀ) କରିଥିବା ଦରକାର ।

ବୟସ ସୀମା: ୨୦ ରୁ ୨୮ ବର୍ଷ

ଏସସି/ଏସଟି/ଓବିସି/ପିଏଚ୍/ଏକ୍ସ ସର୍ଭିସ ମ୍ୟାନ ପ୍ରାର୍ଥୀ ନିୟମୁସାରେ କୋହଳ     

ଆବେଦନ ଶୁଳ୍କ :

ଅନ୍ୟାନ୍ୟ – ୬୦୦ ଟଙ୍କା

ଏସସି/ଏସଟି/ପିଡବ୍ଲ୍ୟୁଡି/ଇଏକ୍ସଏସଏମ ପ୍ରାର୍ଥୀ – ୧୦୦ ଟଙ୍କା 

ପେମେଣ୍ଟ ମୋଡ (ଅନଲାଇନ୍) – ଡେବିଟ୍ କାର୍ଡ (ରୁପେ/ଭିସା/ମାଷ୍ଟର କାର୍ଡ/ମାଏଷ୍ଟରୋ), କ୍ରେଡିଟ୍ସ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଂ, ଆଇଏମପିଏସ,କ୍ୟାସ କାର୍ଡ/ମୋବାଇଲ ୱାଲେଟ୍ 

ଗୁରୁତ୍ୱପୂର୍ଣ୍ଣ ତାରିଖ –:

ଆବେଦନ ତାରିଖ - ୧୮-୦୯-୨୦୧୮        

ଶେଷ ତାରିଖ-  ୧୦-୧୦-୨୦୧୮

ଆପ୍ଲିକେସନ ଫର୍ମ ପ୍ରିଣ୍ଟ କରିବାର ଶେଷ ତାରିଖ – ୨୫-୧୦-୨୦୧୮

ପ୍ରି-ପରୀକ୍ଷା ପାଇଁ କଲ ଲେଟର୍ସ ଡାଉନଲୋଡ କରିବା ତାରିଖ – ନଭେମ୍ବର ୨୦୧୮

ପ୍ରିଲିମିନାରୀ ପରୀକ୍ଷା – ୦୮,୦୯,୧୫ ଏବଂ ୧୬-୧୨-୨୦୧୮

ପ୍ରିଲିମିନାରୀ ପରୀକ୍ଷା ଫଳ – ଡିସେମ୍ବର ୨୦୧୮ରୁ ଜାନୁୟାରୀ ୨୦୧୯ ମଧ୍ୟରେ 

ମେନ୍ ପରୀକ୍ଷା ପାଇଁ କଲ ଲେଟର୍ସ – ଜାନୁୟାରୀ ୨୦୧୯

ମେନ୍ ପରୀକ୍ଷା ତାରିଖ – ୨୦-୦୧-୨୦୧୯

ପ୍ରଭିଜିନିାଲ ଆଲୋଟମେଣ୍ଟ – ଏପ୍ରିଲ ୨୦୧୯

ୱେବସାଇଟ୍ – https://www.ibps.in/ 

ବିଜ୍ଞପ୍ତି ନୋଟିସ୍ - http://www.freejobalert.com/wp-content/uploads/2018/09/Notification-IBPS-Clerk-Posts.pdf 

Subscribe

National International State Sports Entertainment