IBPS ନିଯୁକ୍ତି: ୧୦,୧୯୦ ପଦବୀ ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
Khabar Odisha:IBPS-Recruitment-2018-–-Apply-Online-for-10190-RRB-VII-Posts
(ଖବର ଓଡ଼ିଶା) ନିଯୁକ୍ତି ବିଭାଗ -

ପଦବୀ ନାମ : ଆଇବିପିଏସ ସିଆରପି ଆରଆରବି VII ପରୀକ୍ଷା ଅନଲାଇନ ଫର୍ମ ୨୦୧୮

ପଦବୀ ତାରିଖ : ୦୭-୦୬-୨୦୧୮ 

ପଦବୀ ତାରିଖ : ୧୦,୧୯୦ 

ପଦବୀ ବିବରଣୀ : ଆଇବିପିଏସରେ ସିଆରପି ଆରଆରବି VII (ଅଫିସର ସ୍କେଲ I,II,III ଏବଂ ଅଫିସ ଆସିଷ୍ଟାଣ୍ଟ)ରେ ନିଯୁକ୍ତି ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଯୋଗ୍ୟତା, ପଦବୀ ବିବରଣୀ ଓ ନୋଟିସ ଦେଖି ଆବେଦନ କରିପାରିବେ। ଅଧିକନ୍ତୁ ବିବରଣୀ ନିମ୍ନରେ ବର୍ଣ୍ଣନା କରାଗଲା । 

ଆବେଦନ ଶୁଳ୍କ :

ଅନ୍ୟାନ୍ୟ -  ୬୦୦ ଟଙ୍କା 

ଏସସି, ଏସଟି, ପିଡବ୍ଲ୍ୟୁଡି ଏକ୍ସ ସର୍ଭିସ ମ୍ୟାନ – ୧୦୦ ଟଙ୍କା 

ପେମେଣ୍ଟ ମୋଡ – ଡେବିଟ , କ୍ରେଡିଟ କାର୍ଡ 

ଗୁରୁତ୍ୱପୂର୍ଣ୍ଣ ତାରିଖ : 

ଅନଲାଇନ ଆବେଦନ ଓ ଆବେଦନ ଶୁଳ୍କ ଆରମ୍ଭ ତାରିଖ – ୦୮-୦୬-୨୦୧୮ 

ଶେଷ ତାରିଖ – ୦୨-୦୭-୨୦୧୮ 

ପ୍ରିଲିମୀନାରୀ ପରୀକ୍ଷା ତାରିଖ (ଅଫିସର ସ୍କେଲ I)– ୧୧,୧୨ ଏବଂ ୧୮ -୦୮-୨୦୧୮

ପ୍ରିଲିମୀନାରୀ ପରୀକ୍ଷା ତାରିଖ (ଅଫିସର ଆସିଷ୍ଟାଣ୍ଟ) – ୧୯, ୨୫-୦୮-୨୦୧୮ ଏବଂ ୦୧-୦୯-୨୦୧୮ 

ପ୍ରିଲିମୀନାରୀ ପରୀକ୍ଷା ଫଳାଫଳ – ସେପ୍ଟେମ୍ବର ୨୦୧୮ 

ମେନ୍ ପରୀକ୍ଷା ତାରିଖ(ଅଫିସର I,II,III) – ୩୦-୦୯-୨୦୧୮ 

ମେନ୍ ପରୀକ୍ଷା ତାରିଖ (ଅଫିସ ଆସିଷ୍ଟାଣ୍ଟ) - ୦୭-୧୦-୨୦୧୮ 

ମେନ ପରୀକ୍ଷା ଫଳାଫଳ (ଅଫିସର I,II,III)  - ଅକ୍ଟୋବର ୨୦୧୮ 

ଡାଉନଲୋଡ କଲ ଲେଟର ସାକ୍ଷାତକାର ପାଇଁ – (ଅଫିସର ସ୍କେଲ I,II,III)- ନଭେମ୍ବର ୨୦୧୮

ସାକ୍ଷାତକାର- ଅଫିସର ସ୍କେଲ I,II,III – ନଭେମ୍ବର ୨୦୧୮ 

ବୟସ ସୀମା –

ସର୍ବନିମ୍ନ -

 ଅଫିସର ସ୍କେଲ III,  II – ୨୧ ବର୍ଷ 

ଅଫିସର ସ୍କେଲ I ଏବଂ ଅଫିସ ଆସିଷ୍ଟାଣ୍ଟ – ୧୮ ବର୍ଷ

ସର୍ବାଧିକ-

ଅଫିସର ସ୍କେଲ III – ୪୦ ବର୍ଷ

ଅଫିସର ସ୍କେଲ II– ୩୨ ବର୍ଷ 

 ଅଫିସର ସ୍କେଲ I – ୩୦ 

ଅଫିସ ଆସିଷ୍ଟାଣ୍ଟ – ୨୮ ବର୍ଷ

ଏସି,ଏସଟି, ଓବିସି, ପିଏଚ, ଏକ୍ସ ସର୍ଭିସମ୍ୟାନ ପ୍ରାର୍ଥୀଙ୍କ ପାଇଁ ବୟସରେ କୋହଳ

ପଦବୀ ବିବରଣୀ – 

1.ଅଫିସ ଆସିଷ୍ଟାଣ୍ଟ (ମଲଟିପ୍ରୋପୋଜ) – ୫୨୪୯ 

2.ଅଫିସର ସ୍କେଲ -  I – ୩୩୧୨ 

3.ଅଫିସର ସ୍କେଲ -II (ଏଗ୍ରିକଲଚର ଅଫିସର) – ୭୨ 

ଯୋଗ୍ୟତା – ବ୍ୟାଚଲର ଡିଗ୍ରୀ 

4.ଅଫିସର ସ୍କେଲ -II (ମାର୍କେଟିଂ ଅଫିସର) – ୩୮ 

ଯୋଗ୍ୟତା – ଏମବିଏ  ମାର୍କେଟିଂ

5.ଅଫିସର ସ୍କେଲ -II (ଟ୍ରେଜେରୀ ମ୍ୟାନେଜର) –୧୭ 

ଯୋଗ୍ୟତା – ସିଏ , ଏମବିଏ 

6. ଅଫିସର ସ୍କେଲ II (ଲ) – ୩୨ 

ଯୋଗ୍ୟତା – ଡିଗ୍ରୀ - ଲ

7. ଅଫିସର ସ୍କେଲ II  (ସିଏ) –  ୨୧ 

ଯୋଗ୍ୟତା – ସିଏ 

8. ଅଫିସର ସ୍କେଲ (ଆଇଟି) – ୮୧ 

9. ଅଫିସର ସ୍କେଲ – II (ଜେନେରାଲ ବ୍ୟାଙ୍କିଂ ଅଫିସର) – ୧୨୦୮ 

10. ଅଫିସର ସ୍କେଲ – III – ୧୬୦ 

ଗୁରୁତ୍ୱପୂର୍ଣ୍ଣ ଅନଲାଇନ୍  ଲିଙ୍କ୍ – 

ଅଫିସର ସ୍କେଲ II ଏବଂ III – http://ibps.sifyitest.com/rrb7a23jun18/ 

ଅଫିସର ସ୍କେଲ – I – http://ibps.sifyitest.com/rrb7as1jun18/ 

ଅଫିସ ଆସିଷ୍ଟାଣ୍ଟ – http://ibps.sifyitest.com/rrb7boajun18/ 

ବିଜ୍ଞପ୍ତି – http://www.ibps.in/ 

ୱେବସାଇଟ -  http://www.ibps.in/  

  • Tags:

Subscribe

National International State Sports Entertainment