IBPS ନିଯୁକ୍ତି: ୧୫୯୯ ପଦବୀ ଖାଲି, ଏହି ସବୁ ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:IBPS-Recruitment---1599-posts-Khabar-Odisha-Employment-Section
(ଖବର ଓଡ଼ିଶା)- ନିଯୁକ୍ତି ବିଭାଗ

ଆଇବିପିଏସ ସ୍ପେଶାଲିଷ୍ଟ ଅଫିସର ଅନଲାଇନ୍ ଫର୍ମ ୨୦୧୮

ପଦବୀ ତାରିଖ : ୨୬-୧୦-୨୦୧୮

ପଦବୀ ବିବରଣୀ : ୧୫୯୯ 

ପଦବୀ ବିବରଣୀ : ବ୍ୟାଙ୍କିଂ ପରୀକ୍ଷା ପ୍ରସ୍ତୁତି ଚଳାଇଥିବା ପିଲାଙ୍କ ପାଇଁ ଖୁସି ଖବର। ଆଇବିପିଏସରେ ୧୫୯୯ ପଦବୀ ଖାଲି ପଡ଼ିଛି ।  ସ୍ପେଶାଲିଷ୍ଟ ଅଫିସର (ସିଆରପି ଏସପିଏଲ-CIII) ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ ଓ ନୋଟିସ ଦେଖି ଆବେଦନ କରନ୍ତୁ । ନିମ୍ନରେ ଅଧିକନ୍ତୁ ବର୍ଣ୍ଣନା କରାଗଲା -    

ପଦବୀ ବିବରଣୀ :  

1. ଆଇ ଟି (ସ୍କେଲ୍ - ୧) – ୨୧୯

  ଶିକ୍ଷାଗତ ଯୋଗ୍ୟତା -  ଡିଗ୍ରୀ (ଇଞ୍ଜିନିୟରିଂ)/ପିଜି (ରିଲିଭାଣ୍ଟ ଡିସିପ୍ଲିନ୍)

2. ଏଗ୍ରିକଲଚ୍ୟୁରାଲ ଫିଲ୍ଡ୍ ଅଫିସର (ସ୍କେଲ୍ - ୧) – ୮୫୩ 

ଶିକ୍ଷାଗତ ଯୋଗ୍ୟତା – ଡିଗ୍ରୀ (ରିଲିଭାଣ୍ଟ ଡିସିପ୍ଲିନ୍)

3. ରାଜଭାଷା ଅଧିକାରୀ (ସ୍କେଲ୍-୧) – ୬୯

ଶିକ୍ଷାଗତ ଯୋଗ୍ୟତା -ପିଜି(ସଂସ୍କୃତ, ଇଂରାଜୀ ଏବଂ ହିନ୍ଦି)

4. ଲ ଅଫିସର (ସ୍କେଲ୍ - ୧) – ୭୫ 

ଶିକ୍ଷାଗତ ଯୋଗ୍ୟତା – ଡିଗ୍ରୀ (ଲ) 

5. ଏଚଆର/ପର୍ସନେଲ୍ ଅଫିସର (ସ୍କେଲ୍ - ୧) – ୮୧ 

        ଶିକ୍ଷାଗତ ଯୋଗ୍ୟତା– ଡିଗ୍ରୀ , ପିଜି ଡିଗ୍ରୀ . ଡିପ୍ଲୋମା 

6.     ମାର୍କେଟ୍ ଅଫିସର (ସ୍କେଲ୍ -୧) – ୩୦୨ 

ଶିକ୍ଷାଗତ ଯୋଗ୍ୟତା - ଡିଗ୍ରି ସହ ଏମଏମଏସ/ଏମବିଏ/ପିଜିଡିବିଏ/ପିଜିଡିବିଏମ/ପିଜିଡିପିଏମ୍/, ପିଜିଡିଏମ୍ 

ବୟସ ସୀମା : (୦୧-୧୧-୨୦୧୮)

ସର୍ବନିମ୍ନ ବୟସ – ୨୦ ବର୍ଷ

ସର୍ବାଧିକ ବୟସ -୩୦ ବର୍ଷ

ଏସସି ଏସଟିଙ୍କ ପାଇଁ ନିୟମନୁସାରେ ୫ ବର୍ଷ କୋହଳ , ଓବିସି ପାଇଁ ୩ ବର୍ଷ ଓ  ପିଡବ୍ଲ୍ୟୁଡି ପ୍ରାର୍ଥୀ ପାଇଁ ୧୦ ବର୍ଷ କୋହଳ

ଆବେଦନ ଶୁଳ୍କ:       

ଅନ୍ୟାନ୍ୟ – ୬୦୦ ଟଙ୍କା 

ଏସସି/ଏସଟି/ପିଡବ୍ଲ୍ୟୁଡି – ୧୦୦ ଟଙ୍କା

ପେମେଣ୍ଟ ମୋଡ୍ – ଡେବିଟ୍, କ୍ରେଡିଟ୍ କାର୍ଡ୍, ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ୱାଲେଟ୍ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୦୬-୧୧-୨୦୧୮

ଶେଷ ତାରିଖ – ୨୬-୧୧-୨୦୧୮

ପ୍ରିଲିମିନାରୀ ପାଇଁ କଲ ଲେଟର୍ସ ଡାଉନଲୋଡ୍ ତାରିଖ– ଡିସେମ୍ବର ୨୦୧୮

ଅନଲାଇନ୍ ପ୍ରିଲିମିନାରୀ ପରୀକ୍ଷା – ୨୯ ଏବଂ ୩୦-୧୨-୨୦୧୮

 ଅନଲାଇନ୍ ପ୍ରଲିମିନାରୀ ପରୀକ୍ଷା  ରେଜଲ୍ଟ – ଜାନୁୟାରୀ ୨୦୧୯

ଅନଲାଇନ୍ ମେନ୍ ପରୀକ୍ଷା – ୨୭-୦୧-୨୦୧୯

ମେନ୍ ପରୀକ୍ଷା ଫଳ – ପେବୃୟାରୀ ୨୦୧୯

ସାକ୍ଷାତକାର – ଫେବୃୟରୀ ୨୦୧୯

ପ୍ରୋଭିଜିନାଲ ଅଲଟମେଣ୍ଟ୍ – ଏପ୍ରିଲ ୨୦୧୯

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ :

ବିଜ୍ଞପ୍ତି ନୋଟିସ – http://www.freejobalert.com/wp-content/uploads/2018/10/Notification-IBPS-Specialist-Officer-CRP-SPL-VIII.pdf 

ୱେବସାଇଟ୍ -https://www.ibps.in/   

Subscribe

National International State Sports Entertainment