ଓଡ଼ିଶା ନିଯୁକ୍ତି: ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ୧୪୧ ପଦବୀ ଖାଲି, ମାସକ ଭିତରେ କରନ୍ତୁ ଆବେଦନ
Khabar Odisha:Govt-Medical-College--Hospital-Balasore-Various-Vacancies-Offline-Form-2018--Recruitment-Khabar-Odisha-Section
ଖବର ଓଡ଼ିଶା (ନିଯୁକ୍ତି ବିଭାଗ)

 ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ରେଡିଓଗ୍ରାଫର, ଲାବ୍ରୋଟୋରି ଟେକ୍ନିସିଆନ, ଷ୍ଟାଫ୍ ନର୍ସ, ଫାର୍ମାସିଟ୍ ପଦବୀରେ ଭର୍ତ୍ତି ହେବା ପାଇଁ ଜାରି କରାଯାଇଛି ନୋଟିସ । ଚିୁକ୍ତିଭିତ୍ତିକ ଆଧାରରେ ଏହି ନିଯୁକ୍ତି ଦିଆଯିବ। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅଫଲାଇନ୍ ସାହାଯ୍ୟରେ ଏହି ପଦ ପାଇଁ ଆବେଦନ କରିପାରିବେ। 

ପଦବୀ ତାରିଖ : ୧୫.୦୫.୨୦୧୮

ଖାଲିଥିବା ପଦବୀ ସଂଖ୍ୟା : ୧୪୧

ରେଡ଼ିଓ ଗ୍ରାଫର : ୦୫ (ଯୋଗ୍ୟତା - +୨ (ବିଜ୍ଞାନ),  ମେଡିକାଲ ରେଡିଏସନ ଟେକ୍ନୋଲୋଜିରେ ଡିପ୍ଲୋମା)

ଲ୍ୟାବ ଟେକ୍ନିସିଆନ୍ : ୨୬ - +୨ (ବିଜ୍ଞାନ), ଡିଏମଏଲଟି)

ଷ୍ଟାଫ ନର୍ସ : ୧୦୭  (+୨ ବିଜ୍ଞାନ), ଡିପ୍ଲୋମା (ଜିଏନଏମ୍) 

ଫାର୍ମାସିଷ୍ଟ : ୦୩  (+୨), ଡିପ୍ଲୋମା(ଫାର୍ମାସି)

ବୟସ ସୀମା : ୨୧ ରୁ ୩୨ ବର୍ଷ (ଏସସି/ଏସଟି/ମହିଳା ଓ ଏସଇବିସି ପ୍ରାର୍ଥୀଙ୍କ ପାଇଁ ନିୟନୁସାରେ କୋହଳ କରାଯିବ)

ଆପ୍ଲିକେସନ ଗ୍ରହଣ କରିବା ଶେଷ ତାରିଖ : ୧୨-୦୬-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ –(କପି କରି ୟୁଆରଏଲରେ ପେଷ୍ଟ କରନ୍ତୁ)

 ୱେବସାଇଟ - http://www.ordistricts.nic.in/notification/index.php 

ନୋଟିସ - http://www.freejobalert.com/wp-content/uploads/2018/05/Notification-Govt-Medical-College-Hospital-Balasore-Radiographer-Laboratory-Technician-Staff-Nurse-Pharmacist-Posts.pdf  

  • Tags:

Subscribe

National International State Sports Entertainment