ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୭୧ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି
Khabar Odisha:Delhi-University-Recruitment-2018-–-Walk-in-for-71-assistant-professor-Posts
ଖବର ଓଡ଼ିଶା – ନିଯୁକ୍ତି ବିଭାଗ

ପଦବୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ରହିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ସାକ୍ଷାତକାର ଦେଇ ପଦବୀରେ ରହିପାରିବେ। ସୂଚଚନା ଥାଉ କି ଏହା ଚୁକ୍ତିଭିତ୍ତିକ ବା ଗେଷ୍ଟ ଫ୍ୟାକଲ୍ଟି ହିସାବରେ ନିଆଯାଉଛି। ପ୍ରାର୍ଥୀମାନେ ନିଜ ଧାର୍ଯ୍ୟ ତାରିଖ ଦିନ ଯାଇ ଇଣ୍ଟରଭ୍ୟୁ ଦେବେ। ଅଧିକନ୍ତୁ ବିବରଣୀ ପାଇବା ପାଇଁ ୱେବସାଇଟ ଓ ନୋଟିସ ଦେଖନ୍ତୁ। ନିମ୍ନରେ ଦିଆଯାଇଥିବା ପଦବୀ ସମ୍ବନ୍ଧରେ ପ୍ରଥମେ ବିଷୟ ନାମ, ପଦବୀ ସଂଖ୍ୟା ଓ ସାକ୍ଷାତକାର ତାରିଖ କ୍ରମରେ ବର୍ଣ୍ଣନା କରାଗଲା। 

ପଦବୀ – ୭୧ 

୧. ମନସ୍ତତ୍ୱବିଜ୍ଞାନ : ୫ : ୧୪-୦୭-୨୦୧୮

୨. ମନସ୍ତତ୍ୱବିଜ୍ଞାନ : ୨ : ୧୪-୦୭-୨୦୧୮

୩. ପରିବେଶ ବିଜ୍ଞାନ : ୩ : ୧୪-୦୭-୨୦୧୮

୪. ଭୂଗୋଳ : ୦୪ : ୧୬-୦୭-୨୦୧୮

୫. ଦର୍ଶନ ଶାସ୍ତ୍ର : ୦୩: ୧୬-୦୭-୨୦୧୮

୬. ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ : ୦୨ : ୧୬-୦୭-୨୦୧୮

୭. ଇତିହାସ : ୦୨ :୧୭-୦୭-୨୦୧୮

୮. ଇଂରାଜି : ୦୮: ୧୭-୦୭-୨୦୧୮

୯. ହିନ୍ଦି  : ୦୩ : ୧୭-୦୭-୨୦୧୮

୧୦. ରାଜନୀତି ବିଜ୍ଞାନ : ୦୮ : ୧୮-୦୭-୨୦୧୮

୧୧. ଗଣିତ  :  ୫ :  ୧୮-୦୭-୨୦୧୮

୧୨.ସମାଜିକ  : ୦୪  :  ୧୮-୦୭-୨୦୧୮

୧୩. ଅର୍ଥଶାସ୍ତ୍ର :୯: ୧୯-୦୭-୨୦୧୮ 

୧୪. ବାଣିଜ୍ୟ (କମର୍ସ) : ୧୩ : ୧୯.୦୭.୨୦୧୮

ରିପୋଟିଂ ସମୟ –  ଧାର୍ଯ୍ୟ ସମୟର ୩୦ ମିନିଟ ପୂର୍ବରୁ     

ବିଜ୍ଞପ୍ତି ନୋଟିସ୍ – http://www.freejobalert.com/wp-content/uploads/2018/07/Notification-Delhi-University-Asst-Professor-Posts.pdf 

ୱେବସାଇଟ - http://www.du.ac.in/index.html 

  • Tags:

Subscribe

National International State Sports Entertainment