ଦିଲ୍ଲୀ ହାଇକୋର୍ଟରେ ନିଯୁକ୍ତି: ୧୪୭ ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:Delhi-High-Court-Recruitment-2018-–-147-Delhi-Judicial-Service-Exam-Posts-Khabar-Odisha-Recruitment-Section
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ

ଦିଲ୍ଲୀ ହାଇକୋର୍ଟରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଦିଲ୍ଲୀର ନ୍ୟାୟିକ ସେବାରେ ରହିବା ପାଇଁ ଆପଣ ଜଣେ ଓକିଲ ହୋଇଥିବା ଦରକାର । ପରୀକ୍ଷା ଓ ଅନ୍ୟାନ୍ୟ ଚୟନ ପ୍ରକ୍ରିୟା ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ଯୋଗ୍ୟତା ଓ ନେଟିସ ଦେଖିବା ପରେ ଅନଲାଇନରେ ଆବେଦନ କରନ୍ତୁ। 

ଦିଲ୍ଲୀ ହାଇକୋର୍ଟ ଜୁଡ଼ିସିଆଲ ସର୍ଭିସ୍ ଏକ୍ସାମ୍ ଅନଲାଇନ ଫର୍ମ ୨୦୧୮ 

ପଦବୀ ବିବରଣୀ : ୧୪୭ 

ଜେନେରାଲ୍ – ୧୧୨

ଏସସି – ୨୬

ଏସଟି – ୦୯

ବୟସ ସୀମା : ୦୧-୦୧-୨୦୧୯

ବୟସ - ୩୨ ବର୍ଷରୁ କମ୍ 

ଜେନେରାଲ ବ୍ୟତିତ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ନିୟମନୁସାରେ କୋହଳ 

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ଜଣେ ଓକିଲ ହୋଇଥିବା ଦରକାର 

ଆବେଦନ ଶୁଳ୍କ :

ସାଧାରଣ ବର୍ଗ – ୧୦୦୦ 

ଏସସି, ଏସଟି,ପିଡବ୍ଲ୍ୟୁଡି – ୨୦୦ ଟଙ୍କା 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୨୨-୧୧୨୦୧୮ (ପୂର୍ବାହ୍ଣ ୧୦ରୁ)

ପଞ୍ଜିକରଣ କରିବା ଶେଷ ତାରିଖ -  ୧୨-୧୨-୨୦୧୮ (ରାତି ୧୧ଟା ପର୍ଯ୍ୟନ୍ତ)

ଆବେଦନର ଶେଷ ତାରିଖ – ୧୨-୧୨-୨୦୧୮ 

ପ୍ରିଲିମିନାରୀ ପରୀକ୍ଷା (ଅବଜେକ୍ଟିଭ୍) – ୧୩-୦୧-୨୦୧୯

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ :

ଅନଲାଇନ୍ ଆବେଦନ - https://applycareer.co.in/dhc/djse2018/

କରିଜେଣ୍ଡମ୍ - http://www.freejobalert.com/wp-content/uploads/2018/11/Corrigendum-Delhi-High-Court-Judicial-Service-Exam.pdf

ବିଜ୍ଞପ୍ତି ନୋଟିସ୍ -  http://delhihighcourt.nic.in/   

 

Subscribe

National International State Sports Entertainment